ETV Bharat / bharat

ବେଙ୍ଗାଲୁରୁରେ ଖୁଲମଖୁଲା ବୁଲୁଛନ୍ତି କୋରୋନା ସନ୍ଦିଗ୍ଧ - coronavirus

ବେଙ୍ଗାଲୁରୁ ସହରରେ ଖୁଲମଖୁଲା ବୁଲୁଛନ୍ତି କୋରୋନା ସନ୍ଦିଗ୍ଧ । ପୁଣିି ଉଦ୍ଧାର କରି ଆଇସୋଲେସନ ୱାର୍ଡରେ କରାଗଲା ଭର୍ତ୍ତି । ଅଧିକ ପଢନ୍ତୁ...

Quarantined man found in B'luru roaming around
ବେଙ୍ଗାଲୁରୁ ସହରରେ ଖୁଲମଖୁଲା ବୁଲୁଛନ୍ତି କୋରୋନା ସନ୍ଦିଗ୍ଧ
author img

By

Published : Mar 22, 2020, 3:14 PM IST

ବେଙ୍ଗାଲୁରୁ: ସୁରକ୍ଷା ଦୃଷ୍ଟିରୁ ବିଦେଶ ଯାତ୍ରା କରିଥିବା କିମ୍ବା କୋରୋନା ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଏ । କିନ୍ତୁ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । କ୍ବାରେଣ୍ଟାଇନରେ ରହୁଥିବା ଜଣେ ବ୍ୟକ୍ତି ବେଙ୍ଗାଲୁରୁ ସିଟିରେ ବୁଲୁଥିବା ଦେଖିବାକୁ ମିଳିଛି ।

ବେଙ୍ଗାଲୁରୁ ସହରରେ ଖୁଲମଖୁଲା ବୁଲୁଛନ୍ତି କୋରୋନା ସନ୍ଦିଗ୍ଧ

ତାଙ୍କ ହାତରେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ପାଇଁ ସିଲ ଲାଗିଛି । କିନ୍ତୁ ସେ ନିର୍ଭୟରେ ସହର ସାରା ଏଣେତେଣେ ବୁଲୁଛନ୍ତି । ଦୁବାଇରୁ ଫେରିବା ପରେ ତାଙ୍କୁ ପ୍ରଥମେ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଉପରପେଟ ପୋଲିସ ଷ୍ଟେସନ ନିକଟରେ ବୁଲୁଥିବା ଦେଖାଯାଇଛି ।

ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରି ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୋଲିସ ଷ୍ଟେସନ ବାହାରୁ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.