ETV Bharat / bharat

କୃଷି ଆଇନ ନେଇ କେନ୍ଦ୍ର ସହ ଆଲୋଚନାକୁ ପଞ୍ଜାବ କୃଷି ସଙ୍ଗଠନର ପ୍ରତ୍ୟାଖ୍ୟାନ - କୃଷି ଆଇନ ଉପରେ କେନ୍ଦ୍ର ସହ ଆଲୋଚନା

ଆଇନରେ ପରିଣତ ହୋଇଥିବା କୃଷି ବିଲ ବିରୋଧରେ ପଞ୍ଜାବ ଓ ହରିୟାଣାରେ ପ୍ରତିବାଦ ଜାରି ରହିଛି । ବିଲ ଉପରେ ଆଲୋଚନା କରିବାକୁ କେନ୍ଦ୍ର ପକ୍ଷରୁ ଆଲୋଚନା ପାଇଁ କୃଷକ ସଙ୍ଗଠନକୁ ନିମନ୍ତ୍ରଣ କରାଯାଇଥିଲା ।

କୃଷି ଆଇନ ଉପରେ କେନ୍ଦ୍ର ସହ ଆଲୋଚନାକୁ ପଞ୍ଜାବ କୃଷି ସଙ୍ଗଠନର ପ୍ରତ୍ୟାଖାନ

author img

By

Published : Oct 7, 2020, 12:06 PM IST

ନୂଆଦିଲ୍ଲୀ: ଆଇନରେ ପରିଣତ ହୋଇଥିବା କୃଷି ବିଲ ବିରୋଧରେ ପଞ୍ଜାବ ଓ ହରିୟାଣାରେ ପ୍ରତିବାଦ ଜାରି ରହିଛି । ଆଇନକୁ ରଦ୍ଦ ନ କରିବାକୁ ଆନ୍ଦୋଳନ ସହ ଧାରଣା ଦେଇ ଚାଲିଛନ୍ତି ଚାଷୀ । ଏନେଇ କୃଷକ ସଙ୍ଗଠନଙ୍କୁ ଆଲୋଚନା କରିବାକୁ କେନ୍ଦ୍ର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ବର୍ତ୍ତମାନ ଏହାକୁ ପ୍ରତ୍ୟାଖନ କରିଦେଇଛନ୍ତି ପଞ୍ଜାବ କୃଷକ ସଙ୍ଗଠନ ।

ଅକ୍ଟୋବର 8 ତାରିଖରେ ଆଲୋଚନା ପାଇଁ ଦିଲ୍ଲୀ ଆସିବାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଫୋନ ଓ ମେଲ ଯୋଗ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଯେଉଁ ସମସ୍ୟାକୁ ସରକାର ଗୁରୁତର ସହ ନେଉନାହାଁନ୍ତି ସେନେଇ କୌଣସି ଆଲୋଚନା କରିବେ ନାହିଁ ବୋଲି ସଙ୍ଗଠନ ପକ୍ଷରୁ ରୋକଠୋକ ମନା କରାଯାଇଛି । ଏନେଇ କିସାନ ମଜଦୁର ସଙ୍ଘର କମିଟିର ରାଜ୍ୟ ସାରଭ ସିଂ ପାଣ୍ଡେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.