ETV Bharat / bharat

ପରୀକ୍ଷା ଦେଲେ କୋରୋନା ସଂକ୍ରମିତ ଦୁଇ ନର୍ସ - ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଆଇସୋଲେସନ ୱାର୍ଡରେ ପରୀକ୍ଷା ଦେଲେ କୋରୋନା ସଂକ୍ରମିତ ହୋଇଥିବା ଦୁଇ ନର୍ସ । ତେବେ କୋରୋନା ମହାମାରୀ ଭଳି ଯୁଦ୍ଧରେ ଲଢୁଥିବା ସତ୍ତ୍ବେ ତାଙ୍କର ଏଭଳି ଭାବନାକୁ ସମ୍ମାନ ଜଣାଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅଧିକ ପଢନ୍ତୁ...

ପରୀକ୍ଷା ଦେଲେ କୋରୋନା ସଂକ୍ରମିତ ଦୁଇ ନର୍ସ
ପରୀକ୍ଷା ଦେଲେ କୋରୋନା ସଂକ୍ରମିତ ଦୁଇ ନର୍ସ
author img

By

Published : Jun 23, 2020, 3:01 PM IST

ଚଣ୍ଡିଗଡ଼: ଆଇସୋଲେସନ ୱାର୍ଡରେ ପରୀକ୍ଷା ଦେଲେ କୋରୋନା ସଂକ୍ରମିତ ହୋଇଥିବା ଦୁଇ ନର୍ସ । ତେବେ କୋରୋନା ମହାମାରୀ ଭଳି ଯୁଦ୍ଧରେ ଲଢୁଥିବା ସତ୍ତ୍ବେ ତାଙ୍କର ଏଭଳି ଭାବନାକୁ ସମ୍ମାନ ଜଣାଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । କୋବିଡ -19 ଦ୍ବାରା ଆକ୍ରାନ୍ତ ହୋଇଥିବା ପାଟିଆଲାର ରାଜିନ୍ଦ୍ର ହସ୍ପିଟାଲର ଏହି 2 ଯୁବ ନର୍ସ ପ୍ରଥମେ ପରୀକ୍ଷା ଦେବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସେମାନଙ୍କୁ ନିରାଶ ନ କରି ସରକାର ସେମାନଙ୍କୁ ପୃଥକ ପୃଥକ ସ୍ଥାନରେ ପରୀକ୍ଷା ପାଇଁ ହାଜର ହେବାକୁ ରାଜି ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ 4,235 ସଂଖ୍ୟକ କୋରୋନା ମାମଲା ରେକର୍ଡ କରାଯାଇଛି ଯେଉଁଥିରେ 101 ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ 2,825 ଜଣ ଏହି ରୋଗରୁ ମୁକ୍ତି ପାଇଥିବାବେଳେ 21,300 ଜଣଙ୍କୁ କ୍ବାରେଣ୍ଟାଇନ କରାଯାଇଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.