ପୁଡୁଚେରୀ: ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବାକୁ ଦେଶବାସୀଙ୍କୁ ଏକ ସ୍ବପ୍ନ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ସବୁଠି ଖୋଜା ଚାଲିଛି ପ୍ଲାଷ୍ଟିକର ବିକଳ୍ପ । କେଉଁ ପନ୍ଥା ଆପଣେଇଲେ ପ୍ଲାଷ୍ଟିକ ଠାରୁ ଦୂରେଇ ରହି ପାରିବେ ସେନେଇ ପୁଡୁଚେରୀର ଏକ ଗାଁରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ପଦକ୍ଷେପ ।
ପୁଡୁଚେରୀରେ ପ୍ଲାଷ୍ଟିକ ବିକଳ୍ପ ସ୍ବଚ୍ଛ ପରିବେଶ । ସୁସ୍ଥ ଓ ନିରାମୟ ଜୀବନର ଆଧାର । ଏହାକୁ ମୂଳମନ୍ତ୍ର କରିଛି ପୁଡୁଚେରୀର ପିଲୈୟାରକୁପମ ଗାଁ । ଯେଉଁଠି ସର୍ବନିମ୍ନ ପ୍ଲାଷ୍ଟିକ ବ୍ୟବହାର ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ସରକାର ନୁହେଁ, ବରଂ ପିଲୈୟାରକୁପମ ଗ୍ରାମବାସୀ ଏକ ଗ୍ରୁପ କରି ଏହି ଦାୟିତ୍ବ ତୁଲାଇଛନ୍ତି। ଏହା ସହ ଗ୍ରୁପର ସଦସ୍ୟ କପଡା ଓ କାଗଜରୁ ବ୍ୟାଗ ପ୍ରସ୍ତୁତ କରୁଛନ୍ତି । ଯଦ୍ବାରା ହ୍ରାସ ହୋଇପାରିଛି ପ୍ଲାଷ୍ଟକ ବହୁଳର ବ୍ୟବହାର । ଆଉ ଏନେଇ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।
ଏଥିରୁ ନିର୍ମିତ ହୋଇଥିବା ବ୍ୟାଗକୁ ସ୍ଥାନୀୟ ଦୋକାନ ଓ କିରାଣୀ ଦୋକାନକୁ ଦିଆଯାଏ । ଆଉ ଏପରି କରିବା ଦ୍ବାରା ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଛି । ଅନ୍ୟପଟେ, ଏହି ବ୍ୟାଗ ଲୋକଙ୍କ ନିକଟରେ ବେଶ ଆଦୃତ ହୋଇପାରିଛି ।
ପୁଡୁଚେରୀର ସରକାରୀ ପରିବେଶ ଇଞ୍ଜିନିୟର ସୁରେଶଙ୍କ ଅନୁଯାୟୀ, 2010ରେ ପିଲୈୟାରକୁପମ ଗାଁକୁ ଓ ବର୍ତ୍ତମାନ ପ୍ଲାଷ୍ଟିକ ମୁକ୍ତ ପରିବେଶ ଘୋଷଣା କରାଯାଇଥିଲା । ଏହାପରେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏପରିକି ପ୍ଲାଷ୍ଟିକରୁ ଦୂରେଇ ରହିବାକୁ କପଡା ଓ କାଗଜ ତିଆରି ବ୍ୟାଗର ବହୁଳ ବ୍ୟବହାର କରାଗଲା । ଆଉ ଏନେଇ ମହିଳା ଓ ଯୁବପିଢୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଗଲା । ତେବେ ବର୍ତ୍ତମାନ ଏହି ଗାଁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହୋଇଛି ।
ପୁଡୁଚେରୀରେ ଯେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ପରିଚିତ ନୁହେଁ, ବରଂ ଏହି ଗ୍ରାମବାସୀ ନିଜ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ କରିବାକୁ ଅଣ୍ଟା ଭିଡିଛନ୍ତି ।

Intro:Body:
Puducherry: Taking a step forward in building a cleaner environment, a village in Puducherry began an initiative to minimise the use of plastic.
Residents of Pillaiyarkuppam village formed a group of village councilors and members on behalf of the Puducherry environmental department.
Members of this group were trained to produce bags made of cloth and paper which helps in eliminating the single use plastic.
The cloth and paper bags were distributed to local shops and grocery stores. This move was greatly appreciated by people everywhere.
According to Puducherry Government Environmental Engineer Suresh, “Pillaiyarkuppam village was declared as a plastic-free village in 2010 and presently, we are creating awareness among people to use cloth and paper bags instead of plastic bags in grocery stores and tea shops. Local women and youngsters were given proper training for the production of alternatives of single use plastic. As of now this village is free of plastic.”
This initiative of Pillaiyarkuppam villagers have also contributed greatly in making the region a popular tourist destination.
/////////////////////////////////////////////////////////////////////////////////////////////
Location: Pillaiyarkuppam, Puducherry
VO:Taking a step forward in building a cleaner environment, a village in Puducherry began an initiative to minimise the use of plastic.
GFX: Puducherry village began an initiative to minimise the use of plastic
VO: Residents of Pillaiyarkuppam village formed a group of village councilors and members on behalf of the Puducherry environmental department.
GFX: Pillaiyarkuppam villagers formed a group of village councilors
VO: Members of this group were trained to produce bags made of cloth and paper which helps in eliminating the single use plastic.
GFX: Members of this group were trained to produce bags made of cloth and paper
VO: The cloth and paper bags were distributed to local shops and grocery stores and this move was greatly appreciated by people everywhere.
GFX: Cloth and paper bags were distributed to local shops and grocery stores
VO:This initiative of Pillaiyarkuppam villagers have also contributed greatly in making the region a popular tourist destination.
GFX: Pillaiyarkuppam villagers emerged as a popular tourist destination
AN ETV Bharat Report.
Conclusion: