ETV Bharat / bharat

ପବଜୀ ନିଶା: ନିଜକୁ ନିଜେ କଲା ଅପହରଣ - ନାବାଳକର କଳାକାରନାମା

ନିଜକୁ ନିଜେ ଅପରହରଣ କରି ବାପା-ମାଙ୍କୁ ଟଙ୍କା ମାଗିଲା ନାବାଳକ। ଥାନାରେ ମାମଲା ପରେ ହାଇଦ୍ରାବାଦ ବସ ଟର୍ମିନାଲରୁ ଉଦ୍ଧାର କଲା ପୋଲିସ । ଅଧିକ ଖବର ପଢନ୍ତୁ...

ପବଜୀ ନିଶା, ମିଛ ଅପହରଣ ନାଟକକରି ବାପାମା'ଙ୍କୁ ଭୁଆଁ ବୁଲାଇଲା ପୁଅ
author img

By

Published : Oct 16, 2019, 3:09 AM IST

ହାଇଦ୍ରାବାଦ: ନାବାଳକର କଳାକାରନାମା। ନିଜକୁ ନିଜେ ଅପରହରଣ କରି ବାପା-ମା'ଙ୍କୁ ମାଗିଲା ଟଙ୍କା। ଥାନାରେ ମାମଲା ପରେ ହାଇଦ୍ରାବାଦ ବସ ଟର୍ମିନାଲରୁ ଉଦ୍ଧାର କଲା ପୋଲିସ ।

ପୋଲିସ ସୂଚନା ଅନୁଯାୟୀ, ପୁଅକୁ କେହି ଅପହରଣ କରିନେଇ 3 ଲକ୍ଷ ଟଙ୍କା ମାଗୁଥିବା ବାପା-ମା ଥାନାରେ ଅଭିଯୋଗ କରିଥିଲେ । ପରେ ଏହାର ତଦନ୍ତ କରିବା ସହ ଏହା ଏକ ମିଥ୍ୟା ଅପହରଣ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

16 ବର୍ଷର ଏହି ବାଳକଟି ପବଜୀ ଖେଳ ପାଇଁ ପୁରାପୁରୀ ପାଗଳ । ଯେଉଁ କାରଣରୁ ପିଲାଟିର ମା' ତା ପାଖରରୁ ମୋବାଇଲ ଚଢାଇ ନେଇଯାଇଥିଲେ । ଏହି ଘଟଣା ପରେ ଅନ୍ୟ କୌଣସି ଉପାୟ ନପାଇ ପିଲାଟି ମିଥ୍ୟା ଅପହରଣର ନାଟକ ରଚିଥିଲା ।

ବାଳକଟିକୁ ହାଇଦ୍ରାବାଦ ବସ ଟର୍ମିନାଲରୁ ଉଦ୍ଧାର କରାଯାଇଛି । ସେ ଆନ୍ଧ୍ରପ୍ରଦେଶରେ ଥିବା ନିଜର ଜେଜେ ବାପାଙ୍କ ଘରୁ ବାହାରୁଥିବା ବେଳେ ପୋଲିସ ଉଦ୍ଧାର କରି ପରିବାର ଲେକାଙ୍କୁ ହସ୍ତାନ୍ତର କରିଛି।

Intro:Body:

nbg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.