ETV Bharat / bharat

ପିଏସଏଲଭି ସି-47 ସଫଳ ଉତକ୍ଷେପଣ, କକ୍ଷରେ ଅବସ୍ଥାପିତ ହେଲା 14ଟି ଉପଗ୍ରହ - ପିଏସଏଲଭି ସି-47 ଉତକ୍ଷେପଣ

ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରୁ ପିଏସଏଲଭି ସି-47ର ସଫଳ ଉତକ୍ଷେପଣ କରାଯାଇଛି ।  ଏଥିରେ ଏକ ସ୍ବଦେଶୀ ଓ 13ଟି ବିଦେଶୀ ଉପଗ୍ରହକୁ ସଫଳ ଭାବରେ କକ୍ଷପଥରେ ସ୍ଥାପନ କରାଯାଇଛି ।

isro
ଫଟୋ ସୌଜନ୍ୟ: ଟୁଇଟର/@isro ‏
author img

By

Published : Nov 27, 2019, 8:24 AM IST

Updated : Nov 27, 2019, 11:22 AM IST

ଚେନ୍ନାଇ: ଆଉ ଏକ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆଜି ସକାଳ 9.28ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ପିଏସଏଲଭି ସି-47ର ସଫଳ ଉତକ୍ଷେପଣ କରାଯାଇଛି । ଏହି ଅଭିଯାନରେ ଏକ ସ୍ବଦେଶୀ ଓ 13ଟି ବିଦେଶୀ ଉପଗ୍ରହକୁ ପୃଥିବୀର କକ୍ଷ ପଥରେ ସ୍ଥାପନ କରାଯାଇଥିବା ଇସ୍ରୋ ଅଧ୍ୟକ୍ଷ କେ ଶିବନ ପ୍ରକାଶ କରିଛନ୍ତି । ଏହା ସହ ସହଯୋଗ ପାଇଁ ସମସ୍ତ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ଡିଡି

ପିଏସଏଲଭି ମୋଟ 14ଟି ଉପଗ୍ରହ ମଧ୍ୟରୁ 13ଟି ଆମେରିକୀୟ ବ୍ୟବସାୟ ଭିତ୍ତିକ ଉପଗ୍ରହ ସହିତ ଭାରତର କାଟ୍ରୋସାଟ-3 ଉପଗ୍ରହକୁ ନେଇ କକ୍ଷପଥରେ ସ୍ଥାନୀତ କରିଛି । କାଟ୍ରୋସାଟ ଉଚ୍ଚ କ୍ଷମତା ବିଶିଷ୍ଟ ଉପଗ୍ରହ । ଏହାର ଓଜନ ପ୍ରାୟ 1625 କେଜି ବୋଲି ସୂଚନା ଦେଇଛି । ଏହି ଉପଗ୍ରହ ପୃଥିବୀ ପୃଷ୍ଠରୁ ପ୍ରାୟ 509 କିଲୋମିଟର ଉଚ୍ଚରେ ଅବସ୍ଥାପିତ ହେବ ଏବଂ 97.5 ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରିବାର କ୍ଷମତା ରଖିବ ବୋଲି ଇସ୍ରୋ କହିଛି ।

Intro:Body:

BLANK

Conclusion:
Last Updated : Nov 27, 2019, 11:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.