ETV Bharat / bharat

ସିଦ୍ଧୁଙ୍କୁ ବିରୋଧ, ମୋଦି ନାରାରେ କମ୍ପିଲା ପରିବେଶ

କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବିରୋଧ । ପ୍ରଥମେ ବୈଷ୍ଣୋଦେବୀର ଶ୍ରଦ୍ଧାଳୁମାନେ ସିଦ୍ଧୁଙ୍କୁ ଦେଖି ମୋଦିଙ୍କ ନାରା ଲଗାଇଥିବାପରେ ଜମ୍ମୁ-କାଶ୍ମୀରର କଟରା ଠାରେ କିନ୍ତୁ ଆରମ୍ଭ କରିଥିଲେ ବିରୋଧ।

author img

By

Published : Apr 7, 2019, 11:27 AM IST

ଫଟୋ ସୌଜନ୍ୟ: ଟ୍ବିଟର@ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବିରୋଧ । ଜମ୍ମୁକାଶ୍ମୀରର କଟରା ଠାରେ ତାଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡିଛି । ଶନିବାର ସିଦ୍ଧୁ ମାତା ବୈଷ୍ଣବ ଦେବୀଙ୍କ ଆଶିର୍ବାଦ ପାଇଁ ଯାଇଥିବା ବେଳେ ସେଠାରେ ସାଧାରଣ ଲୋକେ ତାଙ୍କୁ ଘେରି ଯାଇ ମୋଦି ମୋଦି ନାରା ଦେଇଥିଲେ।

ମୋଦି ମୋଦି ନାରା ଯୋଗୁଁ ତାଙ୍କୁ ସର୍ବସାଧାରଣ ସ୍ଥାନରେ ଅପଦସ୍ଥ ହେବାକୁ ପଡିଥିଲା । କହିରଖୁଛୁ, ଏୟାର ଷ୍ଟାଇକ୍କୁ ପ୍ରଶ୍ନ ଉଠାଇଥିଲେ ସିଦ୍ଧୁ। ଏହା ପୂର୍ବରୁ ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି ସିଦ୍ଧୁ। ଏୟାର ଷ୍ଟାଇକ୍ ଉପରେ ପ୍ରଶ୍ନ ଉଠାଇବା ଯୋଗୁଁ ତାଙ୍କୁ ଲୋକପ୍ରିୟ ସୋ’ କପିଲ ଶର୍ମାକି କମେଡି ସୋ’ରୁ ବାହାର କରିଦିଆଯାଇଥିଲା ।

ଭାରତ ଉପରେ ବୟାନବାଜି କରି ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ସିଦ୍ଧୁ। ଏୟାର ଷ୍ଟାଇକ୍‌ ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ।

Intro:Body:

lasklkla

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.