ETV Bharat / bharat

ପ୍ରିୟଙ୍କାଙ୍କ ରୋଡ ଶୋ’ରେ ବିଜେପି କର୍ମୀଙ୍କୁ ଆକ୍ରମଣ - ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି । ପରିସ୍ଥିତି ଗମ୍ଭୀର ହେବା ଯୋଗୁଁ ଲଙ୍କା ପୋଲିସ ଜନୈକ ବିଜେପି କର୍ମୀଙ୍କୁ ଥାନାକୁ ନେଇଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 15, 2019, 10:43 PM IST

ବାରଣାସୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ରେ ବୁଧବାର ସନ୍ଧ୍ୟାରେ ହୋଇଥିଲା । ଏହି ସମୟରେ ଲଙ୍କା ଗେଟ୍ ପାଖରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିଲା ।

ପୂରା ଘଟଣା ରୋଡ ଶୋ’ ଆରମ୍ଭ ପୂର୍ବରୁ ଲଙ୍କା ଗେଟ୍ ପାଖରେ ହୋଇଥିଲା । ଲଙ୍କା ଗେଟ୍‌ ଠାରେ କଂଗ୍ରେସ କାର୍ଯ୍ୟକର୍ତ୍ତା 'ଚୌକିଦାର ଚୋର' ନାରା ଲଗାଉଥିବା ବେଳେ ବିଜେପି ଜଣେ କର୍ମକର୍ତ୍ତା ପ୍ରିୟଙ୍କା ଓ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଅପଶବ୍ଦ କହିଥିଲେ । ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ପରିସ୍ଥିତି ଗମ୍ଭୀର ହେବା ଯୋଗୁଁ ଲଙ୍କା ପୋଲିସ ଜନୈକ ବିଜେପି ସମର୍ଥକଙ୍କୁ ଥାନାକୁ ନେଇଯାଇଛି ।

ଲଙ୍କାର ସିଂହ ଦ୍ବାରରୁ ସନ୍ଧ୍ୟା 6.30ରେ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ମେଗା ରୋଡ ଶୋ । ରବିଦାସ ଗେଟ, ଅସୀ, ଭଦୈନୀ, ସୋନାରପୁରା ହୋଇ ଗୋଦୌଲିୟାଠାରେ ପହଞ୍ଚିଥିଲା ରୋଡ ଶୋ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.