ETV Bharat / bharat

ମୋଦିଙ୍କ ଗଡରେ ପ୍ରିୟଙ୍କା, ସନ୍ଥ ରବିଦାସଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା - ସନ୍ଥ ରବିଦାସଙ୍କ ମନ୍ଦିର

ରବିବାର ବାରଣାସୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପହଞ୍ଚି ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ...

ସନ୍ଥ ରବିଦାସଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା
ସନ୍ଥ ରବିଦାସଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା
author img

By

Published : Feb 9, 2020, 5:44 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରଣାସୀରେ ସଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସନ୍ଥ ରବିଦାସଙ୍କ ପ୍ରକାଶ ପର୍ବ ଅବସରରେ ସୀର ଗୋବର୍ଦ୍ଧନପୁର ସ୍ଥିତ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ଆୟୋଜିତ ମହୋତ୍ସବରେ ସାମିଲ ହୋଇଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଆଗମନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ତେବେ ଦ୍ବିପହର 12ଟା ସମୟରେ ସେ ବାବତପୁର ଏୟାରପୋର୍ଟ ପହଞ୍ଚିଥିଲେ । ଏହାପରେ ସେଠାରୁ ସେ ସିଧା ସୀର ପାଇଁ ବାହାରିଥିଲେ । ସନ୍ଥ ରବି ଦାସ ମନ୍ଦିରରେ ପୂଜା କରିଛନ୍ତି । ଏହାପରେ ସମାରୋହର ନିରୀକ୍ଷଣ କରିବେ । ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି ଯେ, ପ୍ରିୟଙ୍କାଙ୍କ ବହୁତ ଦିନରୁ ଇଚ୍ଛା ଥିଲା ଯେ, ସେ ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କ ଜନ୍ମସ୍ଥଳୀ ସୀରରେ ପୂଜାର୍ଚ୍ଚନା କରିବେ ।

ଏହି ପ୍ରରିପେକ୍ଷିରେ ପ୍ରିୟଙ୍କା କହିଛନ୍ତି ଯେ, ଗୁରୁ ରବିଦାସ ସାମାଜିକ ଏକତା, ବନ୍ଧୁତ୍ବ, ଭାଇଚାରା ଓ ଶ୍ରମର ମହତ୍ତ୍ବର ସନ୍ଦେଶ ଦେଇଥିଲେ । ଆଉ ତାଙ୍କ ବାଣୀ ଓ ବିଚାର ଅନୁକରଣ କରିବା ନିହାତି ଆବଶ୍ୟକ । ଏହା ଦ୍ବାରା ଆମେ ଏକ ଭଲ ସମାଜ ଗଠନ କରିପାରିବା ।

Intro:प्रयागराज: माघ मेले के अंतिम स्नान पर्व माघी पूर्णिमा पर लाखों की संख्या में संगमनगरी पहुंचे श्रद्धालु, लगाई आस्था की डुबकी

7000668169

प्रयागराज: माघ मेले का अंतिम स्नान पर माघी पूर्णिमा के अवसर पर संगमनगरी में लाखों की संख्या श्रद्धालु पहुंचे हैं. सुबह भोर से संगमघाट पर श्रद्धालुओं का स्नान शुरू है. हर कोई गंगा-जमुना में स्नान कर घर के लिए रवाना हो रहे हैं. माघी पूर्णिमा स्नान के बाद से श्रद्धालुओं का मेला क्षेत्र से जाना शुरू हो जाएगा. एक माह लगने वाले सबसे बड़े धार्मिक आयोजन का माघी पूर्णिमा स्नान के बाद से कल्पवासी अपना कल्पवास समाप्त करते हैं. संगमनोज पर लाखों की संख्या में श्रद्धालु आस्था की डुबकी लगाना शुरू है.

Body:दूर-दूर से आये श्रद्धालु

माघी पूर्णिमा स्नान पर्व को लेकर माघ मेले लाखों की संख्या में श्रद्धालुओं का आगमन हो गया है. सुबह ब्रह्म मुहूर्त से ही संगम में आस्था की डुबकी लगाना शुरू है. दूर-दराज से आने वाले श्रद्धालु आस्था की डुबकी लगाने बाद घाटों पर दान कर पुण्य कमा रहे हैं.
प्रतापगढ़ से आये अंजनी तिवारी ने बताया कि माघ मेले स्नान करके के लिए कई वर्षों से आ रहा हूँ. माघी पुर्णिमा स्नान पर्व का विशेष महत्व है. इसके साथ मेरे घर के पूर्वजों की परंपरा को आगा बढ़ा रहा हूँ.

Conclusion:तीर्थों का राजा है प्रयागराज

श्रद्धालु शिवनाथ मिश्रा ने जानकारी देते हुए बताया कि प्रयागराज तीर्थों का राजा है. माघ माह में सभी देवता का वास संगम में रहता है. इसके साथ माघी पूर्णिमा पर विशेष रूप से देवता संगम में स्नान करते हैं, इसलिए इस दिन स्नान करने से पुण्य की प्राप्ति होती है और जीवन मे खुशहाली आती है.

गोंडा से आये श्रद्धालु बाबूलाल सोनी ने जानकारी देते हुए बताया कि तीर्थराज प्रयाग में स्नान करने से सारी मनोकामनाएं पूर्ण हो जाती है. स्नान पर्व इसका महत्व और बढ़ जाता है. इसलिए सुबह से श्रद्धालुओं का आगमन होता है.

बाईट-1- अंजनी तिवारी, श्रद्धालु
बाईट-2- शिव नाथ तिवारी, श्रद्धालु
बाईट-3- बाबूलाल सोनी, श्रद्धालु

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.