ETV Bharat / bharat

ମହିଳାଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, 104 ବର୍ଷୀୟ ମନ୍ କୌରଙ୍କୁ 'ନାରୀ ଶକ୍ତି ପୁରସ୍କାର'

author img

By

Published : Mar 8, 2020, 10:07 AM IST

Updated : Mar 8, 2020, 11:04 AM IST

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ ଜରିଆରେ ସମଗ୍ର ବିଶ୍ବର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସମସ୍ତଙ୍କୁ ମହିଳାଙ୍କ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ସମ୍ମାନ ମନୋଭାବ ରଖିବାକୁ କହିଛନ୍ତି ।

president wish international womens day
ମହିଳାଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ ଜରିଆରେ ସମଗ୍ର ବିଶ୍ବର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସମସ୍ତଙ୍କୁ ମହିଳାଙ୍କ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ସମ୍ମାନ ମନୋଭାବ ରଖିବାକୁ କହିଛନ୍ତି । ଏଥିସହ ଏହି ସମାଜକୁ ଏକ ଉତ୍ତମ ସମାଜରେ ପରିଣତ କରିବା ପାଇଁ ମହିଳାମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ରାଷ୍ଟ୍ରପତି କହିଛନ୍ତି ।

_president wish international womens day
ମହିଳାଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
president wish international womens day
ମହିଳାଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ପ୍ରମୁଖ ସମଗ୍ର ବିଶ୍ବର ମହିଳାଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ସାମାଜିକ, ଅର୍ଥନୈତିକ, ରାଜନୀତିକ ଓ ସାଂସ୍କୃତିକ ସ୍ତରରେ ମହିଳାମାନଙ୍କ ସଫଳତାକୁ ଚିହ୍ନିତ କରିବା ପାଇଁ IWD ପ୍ରତିବର୍ଷ ମାର୍ଚ୍ଚ 8ରେ ପାଳନ କରାଯାଏ । ଏହି କ୍ରମରେ 104 ବର୍ଷୀୟ ମନ୍ କୌର ଆଥଲେଟିକ୍ସରେ ସଫଳତା ପାଇଁ ଆଜି ରାଷ୍ଟ୍ରପତିଙ୍କ ଦ୍ବାରା 'ନାରୀ ଶକ୍ତି ପୁରସ୍କାର' ପ୍ରଦାନ କରାଯାଇଛି । ତେବେ ସେ ଏପର୍ଯ୍ୟନ୍ତ 30ରୁ ଅଧିକ ପଦକ ହାସଲ କରିଛନ୍ତି ।

@ANI

Last Updated : Mar 8, 2020, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.