ETV Bharat / bharat

ତିନି ଜଣଙ୍କୁ ମିଳିଲା ଭାରତ ରତ୍ନ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 8, 2019, 7:06 PM IST

ନୂଆଦିଲ୍ଲୀ: ତିନି ଜଣଙ୍କୁ ମିଳିଲା ଭାରତ ରତ୍ନ ସମ୍ମାନ । ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି କୋବିନ୍ଦଙ୍କଠୁ ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିବା ବେଳେ ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନ ମିଳିଛି ।

ଭାରତ ରତ୍ନ ସମ୍ମାନ ଗ୍ରହଣ ପରେ ପ୍ରଣବ ପ୍ରଧାନମନ୍ତ୍ରୀ ମୋଦି ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପକ୍ଷେ ଭୁପେନ ହଜାରିକାଙ୍କ ପୁତ୍ର ତେଜ ହଜାରିକା ନିଜ ପିତାଙ୍କ ପକ୍ଷରୁ ଭାରତ ରତ୍ନ ଗ୍ରହଣ କରିଥିବା ବେଳେ ଦିନ ଦୟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ବିରେନ୍ଦ୍ରଜୀତ ସିଂ ସମାଜ ସେବକ ତଥା ଆରଏସଏସର ସ୍ବୟଂସେବକ ନାନାଜୀ ଦେଶମମୁଖଙ୍କ ପକ୍ଷରୁ ଭାରତ ରତ୍ନ ଗ୍ରହଣ କରିଛନ୍ତି ।

Intro:Body:

asdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.