ETV Bharat / bharat

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

author img

By

Published : Aug 27, 2020, 3:11 PM IST

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି । ସେ କୋମାରେ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ସୂଚନା ମିଳିଛି ।

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି । ସେ କୋମାରେ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ସୂଚନା ମିଳିଛି ।

ଆର୍ମି ହସପିଟାଲ ପକ୍ଷରୁ କୁହାଯାଇଛି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ବାସ୍ଥ୍ୟବସ୍ଥା ପୂର୍ବପରି କୋମାରେ ରହିଛି । ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ ମଧ୍ୟରେ ରଖାଯାଇଛି ।

ଏହା ସହ ତାଙ୍କୁ ଫୁସଫୁସ ସଂକ୍ରମଣ ଓ କିଡନୀ ରୋଗ କାରଣରୁ ଚିକିତ୍ସା କରାଯାଉଥିବା ବେଳେ ରକ୍ତପ୍ରବାହ ଦୃଷ୍ଟି କୋଣରୁ ସେ ସ୍ଥିର ରହିଥବା ହସପିଟାଲ ପକ୍ଷରୁ କୁହାଯାଇଛି ।

ପୂର୍ବତନ ରାଷ୍ଟ୍ରପତି ମଧ୍ୟ କୋରୋନାରେ ପଜିଟିଭ ହୋଇଥିବା ବେଳେ ତାଙ୍କର ବ୍ରେନ କ୍ଲଟ ସର୍ଜରୀ କରାଯାଇଥିବା କଥା ଆର୍ମି ହସିପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.