ETV Bharat / bharat

ପ୍ରଦୂଷଣମାତ୍ରା ଜଣାଇବ ଆପ୍ ‘ସମୀର’ - e-vehicle

ଦିନକୁ ଦିନ ପ୍ରଦୂଷିତ ହେଉଛି ଦିଲ୍ଲୀ । ପ୍ରଦୂଷଣର ମାତ୍ରା ମାପିବା ପାଇଁ ଆପ ‘‘ସମୀର’’ କୁ ଡାଉନଲୋଡ କରିବା ପାଇଁ କହିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

'Pollution problem can't be solved in a day, need continuous effort': Environment Minister Prakash Javadekar
ପ୍ରଦୂଷଣ ମାତ୍ରା ଜଣାଇବ ଆପ ‘‘ସମୀର’’
author img

By

Published : Oct 18, 2020, 8:24 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପାଣିପାଗ ଦିନକୁ ଦିନ ବହୁ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ପ୍ରଦୂଷଣକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ପ୍ରଦୂଷଣର ମାତ୍ରା ମାପିବା ପାଇଁ ଆସିଛି ଏକ ଆପ । ଯାହାର ନାଁ ହେଉଛି ‘‘ସମୀର’’ । ଏହି ଆପକୁ ଡାଉନଲୋଡ କରିବା ପାଇଁ ସାଧାରଣ ଲୋକଙ୍କୁ କହିଛନ୍ତି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହି ଆପରେ ପ୍ରଦୂଷଣର ମାତ୍ରା କେଉଁଠି କେତେ ଅଛି ସେନେଇ ପୁରା ସୂଚନା ପାଇପାରିବେ ଲୋକେ ।

ସେ କହିଛନ୍ତି ଯେ ଏହି ଆପ ଯେଉଁଠାରେ ପ୍ରଦୂଷଣ ଅଧିକ ରହିଛି ସେହି ସ୍ଥାନଗୁଡିକୁ ଚିହ୍ନଟ କରିଥାଏ । ପ୍ରଦୂଷଣର ମାତ୍ରା କମାଇବା ପାଇଁ ଦେଶରେ 2 ଲକ୍ଷରୁ ଅଧିକ ଇଭେଇକିଲ ବ୍ୟବହାର ହେଉଛି। ଯାହା ଦ୍ବାରା ପ୍ରଦୂଷଣକୁ ରୋକାଯାଇ ପାରିବ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.