ETV Bharat / bharat

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି, ବାୟୁ ଗୁଣବତ୍ତା ଇଣ୍ଡେକ୍ସ-280 - Pollution level increased in Delh

ଦିଲ୍ଲୀ-ଏନସିଆରରେ ଥମିବାର ନାଁ ନଉନି ବାୟୁ ପ୍ରଦୂଷଣ । ପାଗରେ ପରିବର୍ତ୍ତନ ସତ୍ତ୍ବେ ବୃଦ୍ଧି ପାଉଛି ପ୍ରଦୂଷଣର ହାର । ଅଧିକ ପଢନ୍ତୁ...

Pollution level increased in Delhi
ଦିଲ୍ଲୀ-ଏନସିଆରରେ ବାୟୁବପ୍ରଦୂଷଣ ବୃଦ୍ଧି
author img

By

Published : Feb 13, 2020, 11:35 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପାଣି ପାଗରେ ପରିବର୍ତ୍ତନ ଘଟିବା ସତ୍ତ୍ବେ ହ୍ରାସ ପାଇନି ପ୍ରଦୂଷଣ । ଗୁରୁବାର ସକାଳୁ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 280 ରହିଥିଲା । ଯାହା ଗମ୍ଭୀର ଶ୍ରେଣୀ ଅନ୍ତର୍ଭୁକ୍ତ ଅଟେ ।

ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଉଥିବା ପ୍ରଦୂଷଣର ସ୍ତର ବିଷୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି, କିଛିଦିନ ହେବ ଦିଲ୍ଲୀ-ଏନସିଆରରେ ପବନର ଗତିବିଦ୍ଧି ସାମାନ୍ୟ ରହିଛି । ଯେଉଁଥିପାଇଁ ବାୟୁରେ କଣିକା ଗୁଡିକ ଜମି ରହୁଛି । ଏହା ସହିତ ଦିଲ୍ଲୀରେ ଦୀର୍ଘ ଦିନ ହେବ ବର୍ଷା ହୋଇନାହିଁ । ଯାଉଁ କାରଣରୁ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୂପ୍ରଦୂଷଣର ମାତ୍ରା:

ଆନନ୍ଦବିହାର- 280

ଅଲୀପୁର-288

ବବାନା-334

ମତୁରା ରୋଡ- 260

ଡିଟିୟୁ- 338

ଦ୍ବାରକା- 346

ଦିଲସାଦ ଗାର୍ଡେନ-231

ଆଇଟିଓ-243

ଜହାଙ୍ଗୀରପୁର-328

ମୁଣ୍ଡକା-307

ନଜଫଗଡ-320

ନେହରୁ ନଗର- 300

ଓଖଲା-298

ପୁସା-293

ରୋହଣୀ-330

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.