ETV Bharat / bharat

ପୁଣି ଜଣେ ପୋଲିଂ ଅଧିକାରୀ ଗିରଫ - agent

ଫରଦିବାଦର ଏକ ବୁଥରେ ଭୋଟରମାନଙ୍କୁ ଲାଞ୍ଚ ଦେଇ ଗିରଫ ହେଲେ ପୋଲିଂ ଅଧିକାରୀ ।

ଫାଇଲ ଫଟୋ
author img

By

Published : May 13, 2019, 3:16 PM IST

ଫରିଦାବାଦ: ଭୋଟରଙ୍କୁ ଲାଞ୍ଚ ଦେବାକୁ ଯାଇ ଗିରଫ ହେଲେ ପୋଲିଂ ଏଜେଣ୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣାର ଫରିଦାବାଦରେ ବୁଥରେ ।

ସୂଚନା ଅନୁଯାୟୀ, ରବିବାର ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଏକ ପୋଲିଂ ଏଜେଣ୍ଟ ଭୋଟରମାନେ ଭୋଟ ଦେଉଥିବା ସମୟରେ ତାଙ୍କୁ ଲାଞ୍ଚ ଦେଉଥିଲେ । ତେବେ ଏହାକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯାହାଫଳରେ ସୋମବାର ଏହି ଆଦାରରେ ପୋଲିଂ ଅଧିକାରୀଙ୍କୁ ଗିରଫ କରାଯାଇଛି ।

ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଫରିଦାବାଦ ଜିଲ୍ଲା ନିର୍ବାଚନ ଅଧିକାରୀ ଜଣାଇଥିଲେ ଯେ ଏକ ପୋଲିଂ ଏଜେଣ୍ଟକୁ ରବିବାର ଗିରଫ କରାଯାଇଥିଲା । ସେ ତିନିଜଣ ମହିଳାଙ୍କୁ ଭୋଟ ଦେବାପାଇଁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ । ତେଣୁ ଏନେଇ ତାଙ୍କ ନାମରେ ଏକ ମାମଲା ରୁଜୁ ହେବାପରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସେ କେଉଁ ସ୍ବତନ୍ତ୍ର ଦଳକୁ ଭୋଟ ଦେବା ପାଇଁ ପ୍ରଭାବିତ କରୁଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.