ETV Bharat / bharat

680 କିଲୋଗ୍ରାମ ଅଫିମ ଜବତ, ଜଣଙ୍କୁ ଗିରଫ କଲା ପୋଲିସ

ଗତ ମଙ୍ଗଳବାର ଯାଞ୍ଚ ସମୟରେ ଏକ ଟ୍ରକରୁ 680 କିଲୋଗ୍ରାମ ଅଫିମ ଜବତ କରିଥିଲା ପୋଲିସ । ତେବେ ଏହି ଘଟଣାରେ କଠୁଆ ପୋଲିସ ଜଣଙ୍କୁ ଗିରଫ କରିଛି ।

author img

By

Published : May 15, 2019, 11:57 AM IST

ଫଟୋ ସୌଜନ୍ଯ: ଏଏନଆଇ

ଶ୍ରୀନଗର: କଠୁଆ ପୋଲିସକୁ ମିଲିଛି ବଡ ସଫଳତା । 680 କିଲୋଗ୍ରାମ ଅଫିମ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି କଠୁଆ ପୋଲିସ । ଗତ ମଙ୍ଗଳବାର ଯାନବାହନ ଯାଞ୍ଚ ସମୟରେ ଏକ ଟ୍ରକରୁ 680 କିଲୋଗ୍ରାମ ଅଫିମ ଜବତ କରିଥିଲା ପୋଲିସ । ତେବେ ଏହି ଘଟଣାରେ କଠୁଆ ପୋଲିସ ଜଣଙ୍କୁ ଗିରଫ କରିଛି ।

ସେହିପରି ଗତ 7ରେ ଏଠାରେ ପୋଲିସ ଛାପା ମାରି ତିନିଜଣଙ୍କୁ ଗିରଫ କରିଥିଲା । ଏଥିସହ 275 କିଲୋଗ୍ରାମର ଅଫିମ ସହ 3 ଲକ୍ଷ ଟଙ୍କା ଜବତ କରିଥିଲା ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.