ETV Bharat / bharat

କଂଗ୍ରେସ ସଭାରେ ଶୁଭିଲା ମୋଦୀ-ମୋଦୀ, ଯୁବକଙ୍କ ବିରୋଧରେ ମାମଲା

କଂଗ୍ରେସ ନେତା ନବଜିତ୍ ସିଂ ସିଦ୍ଧୁ ମଧ୍ୟ ପ୍ରଦେଶରେ ବୈଠକ କରୁଥିବା ବେଳେ କିଛି ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାରେ ସ୍ଳୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସ୍ଥାନୀୟ କଂଗ୍ରେସ ନେତା ଇଜାଜ୍ ଶେଖଙ୍କ ଅଭିଯୋଗ କ୍ରମେ ପୋଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

author img

By

Published : May 11, 2019, 6:57 PM IST

ଫଟୋ ସୌଜନ୍ୟ: ଏନ୍ଆଇ

ଦେୱାସ: କଂଗ୍ରେସ ନେତା ନବଜିତ୍ ସିଂ ସିଦ୍ଧୁ ମଧ୍ୟ ପ୍ରଦେଶରେ ବୈଠକ କରୁଥିବା ବେଳେ କିଛି ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାରେ ସ୍ଳୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସ୍ଥାନୀୟ କଂଗ୍ରେସ ନେତା ଇଜାଜ୍ ଶେଖଙ୍କ ଅଭିଯୋଗ କ୍ରମେ ପୋଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଶୁକ୍ରବାର ସଂନ୍ଧ୍ଯାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ସଭାରେ ଲାଲୁ ସୋନି, ଅର୍ପନ ଉପାଧ୍ୟାୟ ନାମକ ଦୁଇ ଜଣ ଯୁବକ ବିଶୃଙ୍ଖଳା କରୁଥିବାର ଅଭିଯୋଗ ଆଣିଛି କଂଗ୍ରେସ । ପୋଲିସ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା 147 ଓ 127ରେ ମାମଲା ଦାଏର କରିଛି ।

କଟକ : ସିଲଭରସିଟି ରେ ଗତକାଲି ସୁଦ୍ଧା ଶେଷ ରିଲଫ ଦେବା ପ୍ରକ୍ରିୟା । ଏହାସହିତ ରାସନକାର୍ଡ ଧାରୀ ଙ୍କୁ ମଧ୍ୟ ଅଗ୍ରୀମ ପାଞ୍ଚସହ ଟଙ୍କା ଲେଖାଏଁ  ମଧ୍ୟ ପ୍ରଦାନ କରାଯାଉଛି । ଏନେଇ ଆଜିଠୁ  ସିଏମସି ତରଫରୁ ସମସ୍ତ ଡିଲର ଙ୍କ ଜରିଆରେ 70 ରୁ 80 ହଜାର ଲୋକଙ୍କୁ ବଣ୍ଟନ ଚାଲିଛି ରିଲିଫ । ଯାହାକୁ ବିଶେଷକରି ତଳିଆଅଞ୍ଚଳ ଲୋକମାନେ ବେଶ ଖୁସି ଜାହିର କରିଛନ୍ତି । 

ଏହି ପ୍ରକ୍ରିୟା କଟକ ର 181 ଟି ଡିଲର ପଏଣ୍ଟ ରେ କରାଯାଉଛି । ଯାହାକୁ ନେଇ ଅସୁବିଧା ରେ ଥିବା ଲୋକଙ୍କ ମନରେ ହସ ଫୁଟିଛି ।  ଯେଉଁମାନଙ୍କ ପାଖରେ  ରାସନକର୍ଡ଼ ରହିଛି ସେମାନଙ୍କୁ ଅଗ୍ରୀମ 500 ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ଜହାକୁ ନେଇ ସହରବାସୀ ବେଶ ଆନନ୍ଦିତ ରହିଛନ୍ତି ବୋଲି କହିଛନ୍ତି ସିଏମସି କମିଶନର ଶରତ ଚନ୍ଦ୍ର ନାୟକ । 

ବାଇଟ: ଶରତ ଚନ୍ଦ୍ର ନାୟକ (ସିଏମସି କମିଶନର କଟକ)

Visual byte on what's app plz check  

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.