ETV Bharat / bharat

ନିଷିଦ୍ଧାଞ୍ଚଳରେ ସିଏଏ ବିରୋଧରେ ବିକ୍ଷୋଭ, ତେଜସ୍ବୀ ଯାଦବଙ୍କ ନାମରେ ମାମଲା - ରାଷ୍ଟ୍ରୀୟ ଜନତା ଦଳ

ବିହାର ରାଜଧାନୀର ନିଷିଦ୍ଧାଞ୍ଚଳରେ ବିକ୍ଷୋଭ କରି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ନାମରେ ମାମଲା ରୁଜୁ ହୋଇଛି ।

patna
ଫାଇଲ ଫଟୋ
author img

By

Published : Dec 23, 2019, 6:27 AM IST

ପାଟନା: ବିହାର ରାଜଧାନୀର ନିଷିଦ୍ଧାଞ୍ଚଳରେ ବିକ୍ଷୋଭ କରି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ନାମରେ ମାମଲା ରୁଜୁ ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସି ବିରୋଧରେ ନିଷିଦ୍ଧାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ବିକ୍ଷୋଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ତେଜସ୍ବୀଙ୍କ ନାମ ରହିଥିବା ପୋଲିସ କହିଛି ।

ଆରଜେଡି ଦ୍ବାରା ଦିଆଯାଇଥିବା ବିହାର ବନ୍ଦ ଡାକରାରେ ବିକ୍ଷୋଭକାରୀମାନେ ପାଟଣାର ଡାକ ବଙ୍ଗଲୋ ଅତିକ୍ରମ କରୁଥିବା ସମୟରେ ହଙ୍ଗାମା ହୋଇଥିଲା । ଏହାପରେ ତେଜସ୍ବୀ ଓ ଜଗଦାନନ୍ଦ ସିଂଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ନାଗରିକତା ସଂଶୋଧନ ଆଇନ ବିରୋଧରେ ବିହାରରେ ବିକ୍ଷୋଭ ଜାରିଥିବା ବେଳେ ଶନିବାର ବନ୍ଦ ଡାକରା ଦେଇଥିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) । ଏହି କ୍ରମରେ ଶନିବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଥିଲେ ବହୁ ଆରଜେଡି କର୍ମୀ ।

Intro:କଟକ ବଖରାବାଦ ରେ ରହିଛି ସ୍ୱରାଜ ଆଶ୍ରମ।ଏହି ଆଶ୍ରମରେ ଗାନ୍ଧୀ ଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଫଟୋ ରହିଛି।ବିଶେଷକରି ଗାନ୍ଧୀ ଙ୍କର ଓଡିଶା ଗ୍ରସ୍ଥ ସମୟର ଫଟୋ କୁ ଏହି ଆଶ୍ରମରେ ସାଇତି ରଖାଯାଇଛି।ଗାନ୍ଧୀ ତାଙ୍କ ଓଡିଶା ଗ୍ରସ୍ଥ ସମୟରେ ଆସି ଏହି ଆଶ୍ରମରେ ରହିଥିଲେ।ଯେଉଁ ଯେଉଁ ସ୍ଥାନରେ ଗାନ୍ଧୀ ସଭା ର ଆୟୋଜନ କରିଥିଲେ ଉକ୍ତ ସମୟର ଅନେକ ଫଟୋ ମଧ୍ୟ ଏହି ଆଶ୍ରମରେ ରଖାଯାଇଛି।ସେହିପରି ଗାନ୍ଧୀ ଙ୍କ ର ଅନେକ ଗୁଡିକ ବହି ମଧ୍ୟ ଏହି ଆଶ୍ରମରେ ରଖାଯାଇଛି।ତେବେ ଗାନ୍ଧୀ ଙ୍କ ଉପରେ ଗବେଷଣା କରୁଥିବା ତଥା ଜାଣିବାକୁ ଆଗ୍ରହ ଥିବା ବ୍ୟକ୍ତି ଏହିଠାରୁ ଅନେକ ଶିକ୍ଷା ପାଇପାରିବେ।
ଏହା କଟକ ରେଳ ଷ୍ଟେସନରୁ ୧୧ କିଲୋମିଟର ଦୂର।ଭୁବନେଶ୍ୱର ଏୟାରପୋର୍ଟ ଠାରୁ ୨୭ କିଲୋମିଟର ଦୂର।ସେହିପରି ବାଦାମବାଡ଼ି ବସଷ୍ଟାଣ୍ଡ ରୁ ୫ କିଲୋମିଟର ଦୂରରେ ଅବସ୍ଥିତ।ଛୁଟି ଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟରେ ଏହା ଖୋଲା ରହିଥାଏ।ସକାଳ ୧୦ ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଆଶ୍ରମ ଖୋଲା ରହିଥାଏ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.