ETV Bharat / bharat

ଅପରେସନ୍ ଥିଏଟରରେ ବିଷଧର ସାପ, ଦୌଡିଲେ ଡାକ୍ତର

ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏ ଘଟଣା ଘଟିଥିଲା । ପରେ ପୋଲିସ କର୍ମଚାରୀଙ୍କ ଦ୍ବାରା ସାପକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଅପରେସନ୍ ଥିଏଟରରେ ବିଷାଧର ସାପ, ଭୟର ପଳାଇଲେ ଡାକ୍ତର

author img

By

Published : Jun 24, 2020, 2:24 PM IST

ମୁମ୍ବାଇ: ଅପରେସନ ଥୀଏଟରରେ ବିଷଧର ସାପ । ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲରେ ବିଷ ଧର ସାପ ଦେଖିବାକୁ ମିଳିଛି । ଯାହାକୁ ନେଇ ହସ୍ପିଟାଲ ପରିସରରେ ଏକ ଆତଙ୍କ ଖେଳିଯାଇଥିଲା । ସେପଟେ, ହସ୍ପିଟାଲର ଅପରେସନର ଥିଏଟର ଭିତରକୁ ଏହା କିପରି ଆସିଲା ସେନେଇ କର୍ତ୍ତୃପକ୍ଷଙ୍କ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମଙ୍ଗଳବାର ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଏଭଳି ଘଟଣା ଦେଖଥିବାକୁ ମିଳିଛି । ମଙ୍ଗଳବାର ରାତି 2ଟା ବେଳକୁ ଜଣେ ମହିଳାଙ୍କ ଅପରେସନ ହେବାକୁ ଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏହି ସମୟରେ ଅପରେସନର ରୁମ ଏକ କୋଣରେ ସାପ ଦେଖିବାକୁ ପାଇଥିଲେ ଡାକ୍ତର ।

ଏହା ପରେ ଅପରେସନ ଛାଡି ସମସ୍ତେ ଭୟରେ ଦୌଡି ପଳାଇଥିଲେ । ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ବାରା ସାପଟିକୁ ଉଦ୍ଧାର କରାଯାଇଥିଲା । ଅପରେସନ୍ ସମୟରେ ବାହାରକୁ ଆସିଥିବା ସାପକୁ ଉଦ୍ଧାର କରିଥିବା ପୋଲିସକର୍ମୀ ବିଶାଲ ନାଗ୍ରଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.