ETV Bharat / bharat

ବାତ୍ୟା ବୁଲବୁଲ: ମମତାଙ୍କ ସହ କଥା ହେଲେ ମୋଦି

ଓଡିଶା ପରେ ବର୍ତ୍ତମାନ ବୁଲବୁଲର ପ୍ରଭାବ ପଶ୍ଚିମବଙ୍ଗରେ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ।

author img

By

Published : Nov 10, 2019, 12:47 PM IST

Updated : Nov 10, 2019, 3:15 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବର୍ତ୍ତମାନ ବୁଲବୁଲର ପ୍ରଭାବ । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବୁଲବୁଲର ପ୍ରଭାବ ଅଧିକ ରହିଥିବା ବେଳେ ପ୍ରାୟ 64 ହଜାରରୁ ଉର୍ଦ୍ଧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପଶ୍ଚିମବଙ୍ଗର ଏହି ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି ।

PM Narendra Modi speaks to Mamata Banerjee
ଫଟୋ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଥିବା ଟ୍ବିଟ କରିଛନ୍ତି । ବାତ୍ୟା ବୁଲବୁଲ ବିଷୟରେ କଥା ହେବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ମୋଦି । ମୋଦି ସମ୍ପୁର୍ଣ୍ଣ ପୂର୍ବ ଭାରତରେ ବାତ୍ୟା ସମୀକ୍ଷା କରିଛନ୍ତି ।

ଅନ୍ୟପକ୍ଷେ ମମତା ବାନାର୍ଜୀ ତଳିଆ ଅଞ୍ଚଳରୁ ପ୍ରାୟ ଏକ ଲକ୍ଷ 64 ହଜାର 315 ଲୋକଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି । ଏଯାଏଁ କୌଣସି ପ୍ରାଣହାନୀର ଖବର ଆସିନଥିବା କହିଛନ୍ତି ମମତା ବାନାର୍ଜୀ । ରବିବାର ବାଂଲାଦେଶ ମୁହାଁ ହେବ ବୁଲବୁଲ ।

Intro:Body:

BLANK

Conclusion:
Last Updated : Nov 10, 2019, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.