ETV Bharat / bharat

ମୋଦି-ଜିନପିଙ୍ଗଙ୍କ ଡିନର: ସାମିଲ ଥିଲା ବିରିୟାନି, ମାଲବାର ଲବଷ୍ଟର - dinner for chinese president xi jinping

ମହାବଳୀପୁରମରେ ଖାସ ରାତ୍ର ଭୋଜନର ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଦକ୍ଷିଣ ଭାରତୀୟ ଥାଳିରେ ସାମିଲ ଥିଲା ମାଲବାର ଲବଷ୍ଟର ଓ ମାମସମ ବିରିୟାନି।

ଫାଇଲ ଫଟୋ
author img

By

Published : Oct 12, 2019, 10:11 AM IST

ଚେନ୍ନାଇ: ତାମିଲନାଡୁର ମହାବଳୀପୁରମରେ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ। ଭାରତ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବୁଲି ବୁଲି ଦେଖାଉଛନ୍ତି ଏଠାକାର ପ୍ରତିଟି ଐତିହ୍ୟସ୍ଥଳ। ଏହି ଅବସରରେ ପିଏମ ମୋଦିଙ୍କ ପକ୍ଷରୁ ଶୁକ୍ରବାର ରାତିରେ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗଙ୍କ ପାଇଁ ଖାସ ରାତ୍ର ଭୋଜନର ଆୟୋଜନ କରିଥିଲେ। ଏଥିରେ ବିଦେଶୀ ଅତିଥିଙ୍କୁ ପରଷା ଯାଇଛି ଦକ୍ଷିଣ ଭାରତୀୟ ଥାଳି।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଥାଳିର ମେନୁରେ ସାମିଲ ଥିଲା ଥକ୍କଲୀ ରସମ, ମାଲବାର ଲବଷ୍ଟର, କୋରୀ କେମ୍ପୂ, ମଟନ ଉାଲାରଥିୟାଡୁ, ୟେରାଚୀ ଗେଟ୍ଟି, କୋଝାମ୍ବୁ, ମାମସମ ବିରିୟାନି । ଏହାସହ ଅଡ ପ୍ରଧାମନ, ମକ୍କନୀ ଆଇସକ୍ରିମ ଏବଂ ମସଲା ଚା।

ବିଶ୍ବପ୍ରଶିଦ୍ଧ ମହାବଳୀପୁରମରେ ପିଏମ ମୋଦି ଓ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଶୁକ୍ରବାର ପାଖାପାଖି 6 ଘଣ୍ଟାର ସମୟ ବିତାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ରାତ୍ର ଭୋଜନରେ ଖାସ୍ କରି ଆମିଷ ଥାଳିର ଆୟୋଜନ ହୋଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.