ETV Bharat / bharat

ମୋଦିଙ୍କ ଶପଥରେ ଯୋଗ ଦେବେ ପୁଲଓ୍ଵାମା ଶହୀଦଙ୍କ ପରିବାର - among

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ପୁଲଓ୍ଵାମା ଶହୀଦ ଯବାନଙ୍କ ପରିବାର ସାମିଲ ହେବେ ।

ଫଟୋ ସୌଜନ୍ୟ: ଏନଆଇ
author img

By

Published : May 30, 2019, 5:12 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଦେଶ ବିଦେଶର ମୋଟ 6500 ଲୋକ ସାମିଲ ହେବାର ସୂଚନା ରହିଛି । ଗତ ଫେବୃଆରୀ 14ରେ ପୁଲଓ୍ଵାମାରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ।

ଆଜି ସଂନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଅନେକ ବଡ଼ ବଡ଼ ନେତା ଯୋଗ ଦେବେ । ପଡୋଶୀ ଚୀନ, ପାକିସ୍ତାନକୁ ବାଦ ଦେଲେ ବିଶ୍ବର ଅନେକ ବଡବଡ ରାଜନେତା, ମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ସମସ୍ତ ଅତିଥିଙ୍କ ପାଇଁ ସାହି ଦାୱତର ବ୍ୟବସ୍ଥା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ 14 ଫେବୃୟାରୀ ପୁଲୱାମା ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ 46ଜଣ ସିଆରପିଏଫ ଯବାନ ଆତ୍ମଘାତୀ ବିସ୍ଫୋରଣରେ ଶହୀଦ ହୋଇଥିଲେ ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.