ETV Bharat / bharat

ଗୁରୁ ନାନକଙ୍କ 550ତମ ଜନ୍ମ ବାର୍ଷିକ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଗୁରୁ ନାନକଙ୍କ 550ତମ ଜନ୍ମ ବାର୍ଷିକ

ଆଜି ଗୁରୁ ନାନକଙ୍କ 550ତମ ଜନ୍ମବାର୍ଷିକ । ଗୁରୁ ନାନକଙ୍କ 550ତମ ପ୍ରକାଶ ପର୍ବରେ ଦେଶର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

ଗୁରୁ ନାନକଙ୍କ 550ତମ ଜନ୍ମ ବାର୍ଷିକ
author img

By

Published : Nov 12, 2019, 11:02 AM IST

ନୂଆଦିଲ୍ଲୀ: ଆଜି ଶିଖ୍‌ ଧର୍ମର ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ 550ତମ ଜନ୍ମବାର୍ଷିକୀ । ଗୁରୁ ନାନକଙ୍କ ଏହି ପ୍ରକାଶ ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଏହି ଜନ୍ମବାର୍ଷିକରେ ଆମେ ତାଙ୍କ ନ୍ୟାୟପୂର୍ଣ୍ଣ, ସମାବେଶ ଓ ସାମଞ୍ଜସ୍ୟପୂର୍ଣ୍ଣ ସମାଜର ପୁରଣର ସ୍ବପ୍ନକୁ ପୂରଣ କରିବା ଉଚିତ ବୋଲି ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି ମୋଦି । ଏଥିସହ ସେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।

ଗୁରୁ ନାନକଙ୍କ 550ତମ ଜନ୍ମ ବାର୍ଷିକ
ଫଟୋ ସୌଜନ୍ୟ:ଟ୍ବିଟର@narendramodi

ସୂଚନାଯୋଗ୍ୟ, ମୋଦି ଗତ ନଭେମ୍ବର 9ରେ କରତାପୁର କରିଡରର ଉଦଘାଟନ କରିଥିଲେ । ଏହି ଉତ୍ସବରେ ସାମିଲ ହେବା ପାଇଁ ପଞ୍ଜାବ ଗୁରଦାସପୁରରୁ କେତେକ ତୀର୍ଥଯାତ୍ରୀ ପାକିସ୍ତାନର ଗୁରୁଦ୍ବାର ଦରବାର ସାହିବକୁ ଗସ୍ତ କରିଥିଲେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଓ ତାଙ୍କ ପତ୍ନୀଙ୍କ ସାମିଲ ଥିବାବେଳେ ତାଙ୍କ ସହ ସାକ୍ଷାତ କରିଥିଲେ ମୋଦି ।

ଭିଡିଓ ସୌଜନ୍ୟ:ଟ୍ବିଟର@narendramodi

ଏହା ପୂର୍ବରୁ ପଞ୍ଜାବର ସୁଲତାପୁର ଲୋଧି ସହରରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୀର ସାହିବ ଗୁରଦ୍ବାରେ ମଥା ଟେକିଥିଲେ । ଏଥିସହ ପାକିସ୍ତାର ସୀମାରେ ଲାଗିରହିଥିବା ଡେରା ବାବା ନାନକଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.