ETV Bharat / bharat

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ଟ୍ବିଟରେ ଭୋଟରଙ୍କୁ ଅପିଲ କଲେ ମୋଦି - begins

ଆରମ୍ଭ ହୋଇଯାଇଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ । 59 ସିଟ ପାଇଁ ଆଜି ଚାଲିଛି ମତଦାନ । ମତଦାନ ପୂର୍ବରୁ ମୋଦିଙ୍କ ଟ୍ବିଟ ।

ଫାଇଲ ଫଟୋ
author img

By

Published : May 19, 2019, 8:36 AM IST

ନୂଆଦିଲ୍ଲୀ: ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । 7ଟି ରାଜ୍ୟର 59ଟି ସିଟ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଉତ୍ତରାଖଣ୍ଡ, ପଞ୍ଜାବ, ପଶ୍ମିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଛି । ପୂର୍ବ ନିର୍ବାଚନ ଭଳି ମୋଦି ଏଥର ମଧ୍ୟ ଲୋକଙ୍କୁ ଗଣପର୍ବରେ ସାମିଲ ହେବାକୁ ନିଜ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଅପିଲ କରିଛନ୍ତି ।

PM Modi,  tweets , polling, begins, 7th phase
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ ଟ୍ବିଟର

ଆଜି ନିର୍ବାଚନର ଶେଷ ପର୍ଯ୍ୟାୟ । ତେଣୁ ମାତ୍ରାଧିକ ଭାବେ ଭୋଟ ଦିଅନ୍ତୁ ଆଉ ଆପଣଙ୍କ ଗୋଟିଏ ଭୋଟ ଆଗାମୀ ଦିନରେ ବିକାଶ ଦିଗରେ କାମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି ଏଥର ଉତ୍ତରାଖଣ୍ଡର ବାରଣାସୀରୁ ଲଢୁଥିବା ବେଳେ ଆଜି ହେଉଛି ତାଙ୍କର ଭାଗ୍ୟ ପରୀକ୍ଷା ।

ଗତ ନିର୍ବାଚନରେ ସେ ବାରାଣାସୀରୁ ଲଢିଥିବା ବେଳେ 3.7 ଲକ୍ଷ ଭୋଟରେ ବିଜୟ ହାସଲ କରିଥିଲେ । ତେବେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦି 2ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଶନିବାର କେଦାରନାଥ ପରିଦର୍ଶନ କରିଥିଲେ । ଆଜି ବଦ୍ରିନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Intro:Body:

sdfs

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.