ETV Bharat / bharat

ସାଂସଦଙ୍କୁ ନୈଶ୍ୟଭୋଜିରେ ଆପାୟିତ କରିବେ ମୋଦି

ସାଂସଦଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆୟୋଜନ କରିପାରନ୍ତି ନୈଶ୍ୟ ଭୋଜନ । ସରକାର 2.0ରେ ସାଂସଦଙ୍କ ସହ ପ୍ରଥମ ଥର ସାକ୍ଷାତକାର କରିବେ ମୋଦି ।

author img

By

Published : Jun 19, 2019, 3:20 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସଂସଦୀୟ ବୈଠକ ପରେ ସାଂସଦଙ୍କୁ ନୈଶ୍ୟ ଭୋଜନ ଆୟୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦି । ନୂଆଦିଲ୍ଲୀସ୍ଥିତ ଅଶୋକା ହୋଟେଲରେ ରାତ୍ରିଭୋଜନ ଆୟୋଜନ କରିବା ନେଇ ଜଣାପଡିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ଠାରୁ ଆରମ୍ଭ କରି ଲୋକସଭା ଓ ରାଜ୍ୟସଭାର ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତା 20 ତାରିଖରେ ଆୟୋଜିତ ହେବାକୁ ଥିବା ମୋଦି ସରକାର 2.0ରେ ପ୍ରଥମ ଥର ସମସ୍ତ ସାଂସଦଙ୍କ ସହ ସାକ୍ଷାତକାର କରିବେ ମୋଦି । ତେବେ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକକୀ ନିର୍ବାଚନ ତଥା ୱାନ ନେସନ ୱାନ ଇଲେକ୍ସନ ଉପରେ ଆଲୋଚନ କରିବେ ।

ଗତ ରବିବାର ସର୍ବଦଳୀୟ ବୈଠକ ସମୟରେ, 17ତମ ଲୋକସଭା ଆରମ୍ଭ ପୂର୍ବରୁ ମୋଦି ସମସ୍ତ ନେତାଙ୍କୁ ନିଜର ମତଭେଦ ଉପରେ ସଞ୍ଜମତା ରଖିବାକୁ କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.