ETV Bharat / bharat

ଆଗରେ ମୋଦି, ପଛରେ ରାହୁଲ - vote counting

ଚାଲିଛି ଗଣତି । ବିଜୟ ଯାତ୍ରା ଆରମ୍ଭ କଲାଣି ବିଜେପି । 6ଟି ଆସନ ହାତେଇ ସାରିଲାଣି ପଦ୍ମ ଶିବିର । 542 ଲୋକସଭା ଆସନରୁ 337ଟି ଆସନରେ ଆଗୁଆ ରହିଛି ବିଜେପି । ସେପଟେ 83ଟି ଆସନ ସହ ଧିମେଇଛି କଂଗ୍ରେସ ।

ଡିଜାଇନ ଫଟୋ
author img

By

Published : May 23, 2019, 1:02 PM IST

ନୂଆଦିଲ୍ଲୀ: ଚାଲିଛି ଗଣତି । ବିଜୟ ଯାତ୍ରା ଆରମ୍ଭ କଲାଣି ବିଜେପି । 6ଟି ଆସନ ହାତେଇ ସାରିଲାଣି ପଦ୍ମ ଶିବିର । 542 ଲୋକସଭା ଆସନରୁ 337ଟି ଆସନରେ ଆଗୁଆ ରହିଛି ବିଜେପି । ସେପଟେ 83ଟି ଆସନ ସହ ଧିମେଇଛି କଂଗ୍ରେସ ।

ବିଜେପିର ବିଜୟ ସହ ବାରଣାସୀ ଲୋକସଭା ଆସନରୁ 2ଲକ୍ଷ ଭୋଟ ବ୍ୟବଧାନ ସହ ଆଗରେ ରହିଛନ୍ତି ମୋଦିି । ସେପଟେ ଆମେଠୀରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଏହି ସଂସଦୀୟ କ୍ଷେତ୍ରରୁ 2500 ଭୋଟରେ ଆଗରେ ଅଛନ୍ତି ଇରାନୀ ।

ସେପଟେ କେରଳର ୱାଇନାଡ ଆସନରୁ ଆଗରେ ଅଛନ୍ତି ରାହୁଲ ଗାନ୍ଧୀ ।

Intro:Body:

ଆଗରେ ମୋଦି, ପଛରେ ରାହୁଲ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.