ETV Bharat / bharat

ପିଏମଙ୍କ ନୂଆବର୍ଷ ଉପହାର, 6 କୋଟି ଚାଷୀଙ୍କ ଖାତାରେ ଜମା ହେଲା 12ହଜାର କୋଟି

author img

By

Published : Jan 2, 2020, 5:23 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଠାରୁ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ରହିଛନ୍ତି । ଆୟୋଜିତ ଏକ ସାଧାରଣ ସଭାରେ ସେ ପିଏମ କିଷାନ ନିଧିର ତୃତୀୟ କିସ୍ତି ଦିଆଯିବା ନେଇ ଘୋଷଣା କରିଛନ୍ତି । 6କୋଟି ଚାଷୀଙ୍କୁ ଏହାର ଲାଭ ମିଳିଥିବା କଥା ସେ କହିଛନ୍ତି । ଅଧିକ ପଢନ୍ତୁ...

pm modi in tumakuru
ଡିଜାଇନ ଫଟୋ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଠାରୁ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ରହିଛନ୍ତି । ଆଜି ତୁମକୁରୁ ସ୍ଥିତ ପ୍ରସିଦ୍ଧ ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କରିବା ପରେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ତୁମକୁର ଠାରେ କୃଷକଙ୍କୁ ଏକ ସାଧାରଣ ସଭାରେ ସମ୍ବୋଧନ କରି ନୂଆବର୍ଷ ଉପହାର ଭେଟି ଦେଇଛନ୍ତି । ପିଏମ କିଷାନ ନିଧିର ତୃତୀୟ କିସ୍ତି ଦିଆଯିବା ନେଇ ଘୋଷଣା କରିଛନ୍ତି । 6କୋଟି କୃଷକଙ୍କୁ ଏହାର ଲାଭ ମିଳିଥିବା କଥା ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ସାଧାରଣ ସଭାରୁ ଡିଜିଟାଲ ଟ୍ରାନଜାକ୍ସନ ଜରିଆରେ ୧୨୦୦୦ କୋଟି ଟଙ୍କା ୬କୋଟି କୃଷକଙ୍କ ଖାତାକୁ ପଠାଇଛନ୍ତି ମୋଦି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ- କିଷାନ) ଯୋଜନାରେ କୃଷକଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିବ। ତେବେ ପିଏମ୍ କିଷାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ଆସିଥିବା ଏହା ୩ୟ କିସ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.