ETV Bharat / bharat

ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ବିଜେପିର ହେଭିୱେଟ ନେତା

author img

By

Published : Jul 5, 2020, 12:34 PM IST

ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀ ରାମ ଭିଳାସ ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଭିନ୍ନ ରାଜନେତା ମଧ୍ୟ ପାଶୱାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ହର୍ଷିମ୍ରାତ କୌର ବାଦଲ, ମୁକ୍ତାର ଅବ୍ବାସ ନାକଭି ଏବଂ ଡକ୍ଟର ହର୍ଷ ବର୍ଦ୍ଧନ ଅଛନ୍ତି।

ପାସୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଓ ବିଜେପିର ବହୁ ହେଭିୱେଟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀ ରାମ ଭିଳାସ ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଭିନ୍ନ ରାଜନେତା ମଧ୍ୟ ପାଶୱାନଙ୍କୁ ଏହି ଖାସ ଦିନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ହର୍ଷିମ୍ରାତ କୌର ବାଦଲ, ମୁକ୍ତାର ଅବ୍ବାସ ନାକଭି ଏବଂ ଡକ୍ଟର ହର୍ଷ ବର୍ଦ୍ଧନ ଅଛନ୍ତି।

"ମୋର ବରିଷ୍ଠ କ୍ୟାବିନେଟ ସହକର୍ମୀ ଶ୍ରୀ ରାମ ଭିଲାସ ପାସୱାନ ଜୀ ଙ୍କୁ ଶୁଭେଚ୍ଛା। ଏହାସହ ସେ ତାଙ୍କର ପ୍ରମୁଖ ପ୍ରଶାସନିକ ଅଭିଜ୍ଞତା ଏବଂ ପ୍ରମୁଖ ନୀତି ସମ୍ବନ୍ଧୀୟ ଜ୍ଞାନ କେନ୍ଦ୍ର ପାଇଁ ଏକ ପ୍ରମୁଖ ସମ୍ପତ୍ତି। ତେଣୁ ଆଜି ଭଳି ଏକ ଶୁଭଦିନରେ ମୁଁ ଭଗବାନଙ୍କ ପାଖରେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନର କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରେ ଲେଖିଛନ୍ତି''।

  • देशवासियों को गुरु पूर्णिमा की ढेरों शुभकामनाएं। जीवन को सार्थक बनाने वाले गुरुओं के प्रति सम्मान प्रकट करने का आज विशेष दिन है। इस अवसर पर सभी गुरुजनों को मेरा सादर नमन।

    — Narendra Modi (@narendramodi) July 5, 2020 " class="align-text-top noRightClick twitterSection" data=" ">

ବାଦଲ ଟୁଇଟ୍ କରି କହିଛନ୍ତି, "କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ରାମ ବିଳାସ ପାଶୱାନ୍ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଏବଂ ଆଶୀର୍ବାଦ ଦିଅନ୍ତୁ।"

ନାକଭି ଟ୍ୱିଟ୍ କରି କହିଛନ୍ତି, "ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶୱାନ୍ ଜୀଙ୍କୁ ଶୁଭେଚ୍ଛା ଜଣାଇଛି। ମୁଁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।"

ହର୍ଷ ବର୍ଦ୍ଧନ କହିଛନ୍ତି ଯେ ପାଶୱାନ କିପରି ତାଙ୍କ ଜୀବନକୁ ସାମାଜିକ ନ୍ୟାୟ ରାଜନୀତିରେ ଉତ୍ସର୍ଗ କରିଛନ୍ତି ତାହା ପ୍ରେରଣାଦାୟକ ଅଟେ। "ଲୋକ ଜନ ଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ମୋର ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶୱାନ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣ କିପରି ଭାବରେ ସାରା ଜୀବନ ସାମାଜିକ ନ୍ୟାୟ ରାଜନୀତିରେ ଉତ୍ସର୍ଗ କରିଛନ୍ତି ତାହା ପ୍ରେରଣାଦାୟକ ଅଟେ। ମୁଁ ଆପଣଙ୍କର ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବି, ସେ ଟ୍ୱିଟ୍ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.