ETV Bharat / bharat

କୋଲକାତା ପୋର୍ଟ ଟ୍ରଷ୍ଟକୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କଲେ ମୋଦି - କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ

କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ପାଳନରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏହି ବନ୍ଦରର ନାମ ପରିବର୍ତ୍ତନ କରି ‘ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ’ଙ୍କ ନାମରେ ନୂତନ ନାମକରଣ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jan 12, 2020, 3:23 PM IST

କୋଲକାତା: କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ପାଳନରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହାସହ ଏହି ବନ୍ଦରର ନାମ ପରିବର୍ତ୍ତନ କରି ‘ଜନସଂଘର ସଂସ୍ଥାପକ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ’ଙ୍କ ନାମରେ ନୂତନ ନାମକରଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

କୋଲକାତା ପୋର୍ଟ ଟ୍ରଷ୍ଟର 150 ତମ ଜନ୍ମବର୍ଷିକୀ ନେତାଜୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହି ଅବସରରେ ମୋଦି କହିଛନ୍ତି ଯେ, ତଟ ବିକାଶର ପ୍ରବେଶ ଦ୍ବାର ଅଟେ ଓ ବିଜେପି ସରକାର ସମ୍ପର୍କରେ ସୁଧାର ଆଣିବା ପାଇଁ ସାଗରମାଳା କାର୍ଯ୍ୟକ୍ରମର ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ପିଏମ ମୋଦି କୋଲକାତା ପୋର୍ଟ ଟ୍ରଷ୍ଟର ସ୍ଥାପନାର 150 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଟ୍ରଷ୍ଟରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନସନ ସ୍ବରୂପ 500କୋଟିର ଚେକ୍‌ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ପୋର୍ଟ ଟ୍ରଷ୍ଟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.