ETV Bharat / bharat

ଖବର ପ୍ରସାରଣ ଶୈଳୀରେ ପ୍ରତିବନ୍ଧକ ଲଗାଇବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

ସ୍ବାଧୀନତା ନାଁରେ ଗଣମାଧ୍ୟମ ସମ୍ମାନର ହତ୍ୟା କରୁଛନ୍ତି । ଏଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଜଣେ ଓକିଲ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

author img

By

Published : Aug 2, 2020, 2:19 PM IST

_sc
ଗଣମାଧ୍ୟମ ଖବର ପ୍ରସାରଣ ଶୈଳୀରେ ପ୍ରତିବନ୍ଧକ ଲଗାଇବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

ନୂଆଦିଲ୍ଲୀ: ଗଣମାଧ୍ୟମର ସ୍ବାଧୀନତା ନାମରେ ଇଲୋକ୍ଟ୍ରିନକ ମିଡିଆ ଦ୍ବାରା ପ୍ରସାରିତ ବ୍ୟକ୍ତି, ସମ୍ପ୍ରଦାୟ, ଧାର୍ମିକ ସାଧୁ, ଧାର୍ମିକ ତଥା ରାଜନୈତିକ ସଂଗଠନର ସମ୍ମାନର ହତ୍ୟା କରୁଛନ୍ତି । ଏଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଜଣେ ଓକିଲ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

ଓକିଲ ରିପକ କାନସାଲଙ୍କ ଦ୍ବାରା ଆବେଦନ କରାଯାଇଥିବା ଏହି ଯାଚିକାର ଶୁଣାଣି ଏକ ସପ୍ତାହ ମଧ୍ୟରେ ଆସିପାରେ । ତେବେ କାନସାଲ ତାଙ୍କ ଆବେଦନରେ କହିଛନ୍ତି ଯେ, ବହୁ ଟିଭି ଚ୍ୟାନେଲ ଗଣମାଧ୍ୟମର ସ୍ୱାଧୀନତା ନାମରେ ଧାର୍ମିକ ସାଧୁ, ଧାର୍ମିକ ତଥା ରାଜନୈତିକ ସଂଗଠନ ବିରୁଦ୍ଧରେ ଖବର ପ୍ରସାରଣ କରୁଛନ୍ତି । ଏଣୁ ସେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡିଛନ୍ତି ।

ଏଥିସହ ଯାଚିକାରେ ମିଡିଆ ଟ୍ରାଏଲ, ପାରାଲାଲ ଟ୍ରାଏଲ, ବିଚାରଗତ ଦୃଷ୍ଟିକୋଣ ଏବଂ ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ଆଦେଶ ଜାରି କରିବାକୁ ନିବେଦନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.