ETV Bharat / bharat

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଆଗୁଆ ଗାଜିଆବାଦ - ଆଗୁଆ ଗାଜିଆବାଦ

ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ଗାଜିଆବାଦର ସଫଳ ପ୍ରୟାସ । ଏଠାରେ ସଚେତନତା ରାଲି ସହ ଅଦରକାରୀ ପ୍ଲାଷ୍ଟିକରୁ ନିର୍ମାଣ ହୋଇଛି ରାସ୍ତା ।

Plastic awareness in Ghaziabad
ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଆଗୁଆ ଗାଜିଆବାଦ
author img

By

Published : Dec 24, 2019, 8:02 AM IST

ଗାଜିଆବାଦ: ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ଆରମ୍ଭ ହୋଇଛି ଅଭିଯାନ । ରାଲି ସାଙ୍ଗକୁ କରାଯାଉଛି ସଚେତନତା କାର୍ଯ୍ୟକ୍ରମ । ଏହି ଦିଗରେ ବେଶ ଆଗୁଆ ରହିଛି ଉତ୍ତର ପ୍ରଦେଶର ଗାଜିଆବାଦ । ବିଭିନ୍ନ ସମୟରେ ଏଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସହିତ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହି ଅଭିଯାନ ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଗାଜିଆବାଦ ମହାନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ।

ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଆଗୁଆ ଗାଜିଆବାଦ

ଅଦରକାରୀ ପ୍ଲାଷ୍ଟିକରୁ ଏଠି ନିର୍ମାଣ ହୋଇଛି ରାସ୍ତା । ଗୋଟିଏ ନୁହେଁ ତିନି ତିନୋଟି ରୋଡ ନିର୍ମାଣ କରିବାରେ ଆଜି ସଫଳ ଏହି ଜିଲ୍ଲା । ଉତ୍ତର ପ୍ରଦେଶର ପ୍ରଥମ ଜିଲ୍ଲା ଭାବେ ଏଠାରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ ନିର୍ମିତ ରାସ୍ତା । ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲ କର୍ପୋରେସନ ଅହରହ ରାଲି ଓ ସଚେତନତା କାର୍ଯ୍ୟକ୍ରମ ହିଁ ଏହାକୁ ସଫଳ ରୂପାୟନ ଦେଇପାରିଛି ।

ସହରର କୋଣ ଅନୁକୋଣରୁ ପ୍ଲାଷ୍ଟିକ ସଂଗ୍ରହ କରି କିଛି ବେପାରୀ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ଯୋଗାଇଥାନ୍ତି । ଏପରିକି ପ୍ଲାଷ୍ଟିକ ସଂଗ୍ରହ କରୁଥିବା କବାଡିଖାନା ପାଖାପାଖି 1ଟନ ପ୍ଲାଷ୍ଟିକ ପ୍ରଶାସନକୁ ହସ୍ତାନ୍ତର କରିଛି । ତେବେ ଏହି ତିନୋଟି ରୋଡ ନିର୍ମାଣ କରିବାକୁ ମାତ୍ର 1ମାସ ସମୟ ଲାଗିଥିଲା ।

ଆଗକୁ ପ୍ଲାଷ୍ଟିକ ରୋକ୍‌ ଉପରେ ନିଗମବାସୀଙ୍କ ପାଇଁ ମହାରାଲି ଆୟୋଜନ କରିବାକୁ ଯାଉଛି ମ୍ୟୁନସିପାଲ କର୍ପୋରେସନ । ସେହିପରି ଷ୍ଟିଲ ବାସନକୁସନର ବ୍ୟାଙ୍କ ସ୍ଥାପନ କରିଛି ମହାନଗର ନିଗମ । କାରଣ ପର୍ବପର୍ବାଣୀ ହେଉ ବା ପାର୍ଟି ପ୍ଲାଷ୍ଟିକ ବଦଳରେ ଷ୍ଟିଲ ବ୍ୟବହାର କରିବାକୁ ଆଗ୍ରହୀ ହେବେ ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Ghaziabad (UP): A lot of awareness about single use plastic can be witnessed in Ghaziabad, which is called the heart of Delhi NCR. The district administration and the Ghaziabad Municipal Corporation have been making the residents aware of the use of single-use plastic since a long time through campaigns and rallies.

Ghaziabad is the first district in Uttar Pradesh where 3 roads have been constructed using single use plastic. Impressed by the campaign being run by the district administration and the Ghaziabad Municipal Corporation, traders are handing over the single use plastics to the district administration and the municipal corporation.

One ton of plastic has been handed over to the district administration by the four junk mongers of the city, as well as the single plastic trade has also been abandoned by these junk mongers.

Three plastic roads have been constructed by Ghaziabad Municipal Corporation within 1 month. The Municipal Corporation will organize a Maha rally to sensitise the residents against the use of single use plastic.

A utensil bank has been set up by the Municipal Corporation. There are steel utensils in this utensil bank, which the general public can use on the occasion of festivals and community feasts.

========================================================================

VO: A lot of awareness about single use plastic can be witnessed in Ghaziabad, which is called the heart of Delhi NCR. 

VO: The district administration and the Ghaziabad Municipal Corporation have been making the residents aware of the use of single-use plastic since a long time through campaigns and rallies.

GFX: District administration and the Ghaziabad Municipal Corporation are making people aware

VO: Ghaziabad is the first district in Uttar Pradesh where 3 roads have been constructed using single use plastic.

GFX: Roads constructed using single use plastic

BITE: 

Name: Asha Sharma 

Designation: Ghaziabad Mayor 

Duration : 00.20-01.12

Translation Band:

-Inspired from the construction of plastic roads in foreign countries, we decided to do the same in Uttar Pradesh.

-In order to make Ghaziabad  a plastic-free district, we decided to first construct plastic roads to continue with our agenda.

-Today, we are collecting plastic waste so that it can be used  effectively.

-The idea did work and we have successfully constructed three roads in Ghaziabad and will continue do so.

-Seeing us utilise plastic waste effectively, other states also want to know the about the same which is a a very big achievement in itself.

VO: Impressed by the campaign being run by the district administration and the Ghaziabad Municipal Corporation, traders are handing over the single use plastics to the district administration and the municipal corporation.

GFX: Traders handed over plastics to district administration and municipal corporation

VO:One ton of plastic has been handed over to the district administration by the four junk mongers of the city.

GFX: One ton of plastic has been handed over till now

VO: Three plastic roads have been constructed by Ghaziabad Municipal Corporation within 1 month.

GFX: Three roads have been constructed till now

Name:Ajay Shankar Pandey

Designation:Ghaziabad DM 

Duration 1.00-1.43

Translation Band:

-We have collected polythene from all over the district through our man-power and resources.

- Simultaneoulsy we appealed the general public to dispose polythene keeping in mind the negative impact it carries.

-And this is the only reason seven tonnes single-use plastic has been collected so far.  

-Around  seven scrap dealers told us that they will collect plastic-waste and submit it to concerned authorities.    

-This is a good indication which shows that we are moving towards our goal. 

VO:The Municipal Corporation will organize a Maha rally to sensitise the residents against the use of single use plastic.

GFX: Maha rally will be organised sensitise the residents against the use of single use plastic.

VO: A utensil bank has been set up by the Municipal Corporation. There are steel utensils in this utensil bank, which the general public can use on the occasion of festivals and community feasts.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.