ETV Bharat / bharat

ଜାମିୟାମିଲ୍ଲିୟା ଇସଲାମିୟା ବିଶ୍ବବିଦ୍ୟାଳୟରେ ପ୍ଲାଷ୍ଟିକ ବ୍ୟାନ

author img

By

Published : Oct 3, 2019, 11:07 AM IST

ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀରେ ଭିନ୍ନ ଭିନ୍ନ ଶୈଳୀରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶବାସୀ । କିଏ ସ୍ବଚ୍ଛ ଅଭିଯାନ କରି ତ କିଏ ପ୍ଲାଷ୍ଟିକ୍‌ ବ୍ୟାନ କରି ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଯେଉଁଠିକି ଜାମିୟା ମିଲ୍ଲିୟା ଇସଲାମିୟା ବିଶ୍ବବିଦ୍ୟାଳୟରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ’ ଉପରେ ପୂରାପୂରି ବ୍ୟାନ କରାଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ପାଳିତ ହୋଇଛି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ । ଭିନ୍ନ ଭିନ୍ନ ଶୈଳୀରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶବାସୀ । କିଏ ସ୍ବଚ୍ଛ ଅଭିଯାନ କରି ତ କିଏ ପ୍ଲାଷ୍ଟିକ୍‌ ବ୍ୟାନ କରି ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯେଉଁଠିକି ଜାମିୟା ମିଲ୍ଲିୟା ଇସଲାମିୟା ବିଶ୍ବବିଦ୍ୟାଳୟରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ’ ଉପରେ ପୂରାପୂରି ବ୍ୟାନ କରାଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ଅବସରରେ କୁଳପତି ପ୍ରଫେସର ନଜମା‌ ଅଖତର ବିଶ୍ବବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ୍‌ ମୁକ୍ତ ଘୋଷଣା କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ମଧ୍ୟ ସେ ଶପଥ କରାଇଛନ୍ତି।

ତେବେ ଯେଉଁମାନେ ବିଶ୍ବବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ବ୍ୟବହାର କରିବେ ସେମାନଙ୍କ ଠାରୁ 500 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ଏଥି ସହିତ ବିଶ୍ବବିଦ୍ୟାଳୟର ପାଠାଗାରରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଉପରେ ଏକ ପ୍ରଦର୍ଶନୀ କରାଯାଉଛି। ଯାହା ଅକ୍ଟୋବର 12 ପର୍ଯ୍ୟନ୍ତ ଚାଲିବ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.