ETV Bharat / bharat

9ମ ଥର ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର - diesel by Rs 4.87 in nine hikes

ସୋମବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା 48 ପଇସା ଏବଂ ଡିଜେଲ ଲିଟର ପିଛା 23 ପଇସା ବୃଦ୍ଧି କରାଯାଇଛି। ଅଧିକ ପଢନ୍ତୁ...

9ମ ଥର ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର
9ମ ଥର ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର
author img

By

Published : Jun 15, 2020, 11:35 AM IST

ନୂଆଦିଲ୍ଲୀ: କ୍ରମାଗତ ଭାବରେ ବଢି ଚାଲିଛି ତୈଳ ଦର । ଆଜି ପୁଣି 9ମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 0.48 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ ଦର 0.59 ବୃଦ୍ଧି ହୋଇଛି ।

ଲଗାତାର ହାରରେ ଏହା ହେଉଛି ନବମ ଦୈନିକ ବୃଦ୍ଧି । ଯେହେତୁ ଜୁନ୍ 7 ରେ ତୈଳ କମ୍ପାନୀଗୁଡିକ 82 ଦିନର ବ୍ୟବଧାନ ଶେଷ କରିବା ପରେ ତୈଳ ଦର ବୃଦ୍ଧି କରିଥିଲେ । ଏବେ ସୁଦ୍ଧା ପେଟ୍ରୋଲ ମୂଲ୍ୟ ଲିଟର ପିଛା 5 ଟଙ୍କା ଏବଂ ଡିଜେଲ 4.87 ଟଙ୍କା ବୃଦ୍ଧି ପାଇଛି । ଦୈନିକ ମୂଲ୍ୟ ସଂଶୋଧନ ଆରମ୍ଭ ହେବା ପରଠାରୁ ଯେ କୌଣସି 9 ଦିନରେ ହାରରେ ରେକର୍ଡ ବୃଦ୍ଧି ଘଟିଛି ।

ସୋମବାର ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ପୁଣି ହ୍ରାସ ପାଇଛି । ଆମେରିକାରେ କୋଭିଡ-19 ମାମଲା ଦିନକୁ ଦିନ ଅଣାୟତ ସ୍ଥିତିରେ ପହଞ୍ଚିଥିବା ବେଳେ ତେଲର ଚାହିଦା କମିଛି । ସେପଟେ ଅଶୋଧିତ ତୈଳ ପାଇଁ ବିଶ୍ବର ମାନଦଣ୍ଡ ବ୍ୟାରେଲ ପିଛା 38.07 ଡଲାରରେ 1.7 ପ୍ରତିଶତ ହ୍ରାସ ହୋଇଥିବା ଦେଖାଯାଇଛି। ଫଳରେ ଭାରତରେ କ୍ରମାଗତ ଭାବରେ ତୈଳ ଦର ବୃଦ୍ଧି ପାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.