ETV Bharat / bharat

ବେଲଗାମ ତୈଳଦର: ପେଟ୍ରୋଲ 51 ଓ ଡିଜେଲ 61 ପଇସା ବୃଦ୍ଧି

author img

By

Published : Jun 20, 2020, 8:45 AM IST

ପୁଣି ବଢିଲା ତେଲ ଦର । ପେଟ୍ରୋଲ 51 ଓ ଡିଜେଲ 61 ପଇସା ବୃଦ୍ଧି । ଅଧିକ ପଢନ୍ତୁ.....

petrol diesel price hike today
ବେଲଗାମ ତୈଳଦର :ପେଟ୍ରୋଲ 51 ପଇସା ଓ ଡିଜେଲ 61 ପଇସା ବୃଦ୍ଧି

ନୂଆଦିଲ୍ଲୀ: ବେଲଗାମ ତୈଳଦର । କ୍ରମାଗତ ଭାବରେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ଦର ଲିଟର ପିଛା 51 ପଇସା ଓ ଡିଜେଲ ଲିଟର ପିଛା 61 ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 78.88 ଟଙ୍କା ଏବଂ ଡିଜେଲ ମୂଲ୍ୟ 77.67 ଟଙ୍କା ଛୁଇଁଛି । ଜୁନ୍ 9ରୁ ଲଗାତର ଭାବେ ଏହି ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 7 ରୁ ଅଧିକ ବୃଦ୍ଧି କରାଯାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 85.72 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ 75.54 ଟଙ୍କା ରହିଛି।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.