ETV Bharat / bharat

ଅଙ୍ଗଦାନ କରନ୍ତୁ ନିର୍ଭୟାଦୋଷୀ, ଦାଏର ହେଲା ଯାଚିକା

4 ନିର୍ଭୟା ଦୋଷୀଙ୍କ ଅଙ୍ଗଦାନ ପାଇଁ ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ଯାଚିକା ଦାୟର କରାଯାଇଛି । ଏହି ଯାଚିକାକୁ ନେଇ ଦିଲ୍ଲୀ କୋର୍ଟ ଆଜି ଶୁଣାଣି କରିବ । ଅଧିକ ପଢନ୍ତୁ...

petition-to-motivate-nirbhaya-convicts-for-organ-donation
ନିର୍ଭୟାକାଣ୍ଡରେ ଦୋଷୀଙ୍କ ପାଇଁ ଅଙ୍ଗଦାନ ଯାଚିକା
author img

By

Published : Jan 10, 2020, 1:05 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଅଙ୍ଗଦାନ କରିବା ପାଇଁ ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ଯାଚିକା ଦାୟର କରାଯାଇଛି । ଏହି ଯାଚିକାକୁ ନେଇ ଦିଲ୍ଲୀ କୋର୍ଟ ଆଜି ଶୁଣାଣି କରିବେ ।

ଫାଶୀଦଣ୍ଡ ପରେ ନିର୍ଭୟା ଦୋଷୀଙ୍କ ଅଙ୍ଗ ଅନ୍ୟମାନଙ୍କ କାର୍ଯ୍ୟରେ ଆସିବା ନେଇ ଏକ ସ୍ବେଚ୍ଛାସେବୀ ସଂଗଠନ କୋର୍ଟରେ ଆବେଦନ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓକିଲ ଶିବମ ଶର୍ମା ମାମଲା ଦାୟର କରି କହିଛନ୍ତି କୋର୍ଟ ଚାରି ଦୋଷୀଙ୍କୁ 22 ତାରିଖ ଦିନ ସକାଳେ ଫାଶୀ ଦେବାପାଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ମନୋବୈଜ୍ଞାନିକ, ଚିକିତ୍ସକ, ଓକିଲ, ଆଧ୍ୟାତ୍ମିକ ନେତା ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଚାରି ଦୋଷୀଙ୍କୁ ଭେଟିବାକୁ ଅନୁମତି ଦିଆଯାଉ । ଏହାଦ୍ବାରା ସେମାନେ 4 ଦୋଷୀଙ୍କୁ ଭେଟି ଅଙ୍ଗଦାନ କରିବାପାଇଁ ପ୍ରବର୍ତ୍ତାଇ ପାରିବେ । ଦୋଷୀଙ୍କ ଅଙ୍ଗ ସେମାନଙ୍କ ମୃତ୍ୟୁପରେ ଅନ୍ୟ କୌଣସି ଲୋକଙ୍କ କାର୍ଯ୍ୟରେ ଆସିପାରିବ ବୋଲି ଯାଚିକା ଦାୟର କରିଥିବା ଓକିଲ କହିଛନ୍ତି ।

ଗତ 7 ରେ ନର୍ଭୟା ଦୋଷୀଙ୍କ ବିରୁଦ୍ଧରେ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲା । ଆସନ୍ତା 22 ତାରିଖ ସକାଳ 7ଟା ସମୟରେ ଫାଶୀଖୁଣ୍ଟରେ ଝୁଲିବେ ସମସ୍ତ ଦୋଷୀ । ଏହି ରାୟ ପରେ ଜଣେ ଦୋଷୀ 9 ତାରିଖ ଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି ।

Intro:नई दिल्ली। निर्भया के दोषियों को अपना अंगदान करने को प्रेरित करने के लिए उनसे मिलने की मांग करने वाली एक याचिका दिल्ली की पटियाला हाउस कोर्ट में दायर की गई है। इस याचिका पर कोर्ट आज सुनवाई करेगा।

Body:दोषियों के अंग फांसी के बाद दूसरों के काम आ सकते हैं
याचिका रैको नामक एनजीओ ने दायर किया है। याचिकाकर्ता की ओर से वकील शिवम शर्मा ने याचिका दायर करते हुए कहा है कि कोर्ट ने चारो दोषियों को 22 जनवरी की सुबह सात बजे फांसी देने का फैसला किया है। वे चाहते हैं कि चारो दोषियों से मनोचिकित्सक, वकील, आध्यात्मिक नेता और सामाजिक कार्यकर्ता मिलें और उन्हें अपना अंगदान करने के लिए प्रेरित करें। वे चाहते हैं कि दोषियों का अंग उनकी मौत के बाद भी कुछ लोगों के काम आ सके।

Conclusion:जारी किया जा चुका है डेथ वारंट
पिछले 7 जनवरी को पटियाला हाउस कोर्ट ने चारो दोषियों को डेथ वारंट जारी किया था। कोर्ट ने 22 जनवरी की सुबह 7 बजे फांसी देने का आदेश दिया। उसके बाद एक दोषी ने पिछले 9 जनवरी को सुप्रीम कोर्ट में क्युरेटिव पिटीशन दाखिल किया है।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.