ETV Bharat / bharat

କୋରୋନା ସଚେତନତା ବାର୍ତ୍ତାରେ ଅମିତାଭଙ୍କ କଣ୍ଠଦାନ ନେଇ ହାଇକୋର୍ଟରେ ମାମଲା - କରୋନା ସଚେତନତା ବାର୍ତ୍ତା ବିବାଦ

କୋରୋନା ସଚେତନତା ପାଇଁ ମୋବାଇଲ ଟ୍ୟୁନରେ ପ୍ରସ୍ତୁତ କରାଯାଇଥିବା ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ କଣ୍ଠ ଦାନ ଉପରେ କୋର୍ଟରେ ମାମଲା ଦାୟର । ପଢନ୍ତୁ ଅଧିକ....

କରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନ
କରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନକରୋନା ସଚେତନତା ବାର୍ତ୍ତାରେ କଣ୍ଠଦାନ ମାମଲାରେ ଅମିତାଭଙ୍କ ବିରୋଧରେ ପିଟିଶନ
author img

By

Published : Jan 7, 2021, 6:18 PM IST

Updated : Jan 9, 2021, 3:38 PM IST

ନୂଆଦିଲ୍ଲୀ: କୋରୋନା ସଚେତନତା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ମୋବାଇଲ କଲରଟ୍ୟୁନ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ କଣ୍ଠ ଦାନ ଉପରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଛି । ତୁରନ୍ତ ଅମିତାଭଙ୍କ କଣ୍ଠସ୍ବରକୁ ଉକ୍ତ ସଚେତନତା ବିଜ୍ଞାପନରୁ ବାଦ ଦେବା ପାଇଁ ପିଟିସନରେ ଆବେଦନ କରାଯାଇଛି । କୋରୋନା ଯୋଦ୍ଧାମାନେ ସେମାନଙ୍କ ଜୀବନକୁ ସଂକଟରେ ପକାଇ ସମାଜ ସେବା କରିଛନ୍ତି । ଏମିତି ସମୟରେ କୋରୋନା ସଚେତନତା ବାର୍ତ୍ତାରେ ମୋଟା ଅଙ୍କର ପାରିଶ୍ରମିକ ଦେଇ ଅମିତାଭ ବଚ୍ଚନଙ୍କୁ କଣ୍ଠଦାନ ସୁଯୋଗ ଦେବା ସେମାନଙ୍କ ପାଇଁ ଉପେକ୍ଷା ବୋଲି ପିଟିଶନରେ ଦର୍ଶାଇଛନ୍ତି ଆବେଦନକାରୀ । ଏହି ମାମଲାର ଶୁଣାଣି ଆସନ୍ତା 20 ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ ଅମିତାଭ ନିଜେ ମଧ୍ୟ ଅନେକ ଥର କୋରୋନା କଟକଣା ଉଲଙ୍ଘନ କରି ବିବାଦକୁ ଆସିଛନ୍ତି । ସେହିପରି କୋରୋନା ସମୟରେ ତାଙ୍କର କିଛି ସାମାଜିକ ଉତ୍ତର ଦାୟିତ୍ବ ନଥିଲା । ଏହି ସଚେତନତା ବାର୍ତ୍ତାରେ ସେ କଣ୍ଠଦାନ କରିବା ପାଇଁ ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ସେ ନେଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।

ଅମିତାଭ ବଚ୍ଚନ ଜଣେ କୋରୋନା ଯୋଦ୍ଧା କିମ୍ବା ସାମାଜିକ କର୍ମୀ ମଧ୍ୟ ନୁହଁନ୍ତି, ତତେଣୁ ମହାମାରୀ ସମୟରେ ତାଙ୍କର ଭୁମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ତେଣୁ ତାଙ୍କ କଣ୍ଠସ୍ବରକୁ ଉକ୍ତ ସଚେତନତା ବାର୍ତ୍ତାରୁ ହଟାଯାଉ ବୋଲି ପିଟିଶନରେ ପ୍ରାର୍ଥନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2021, 3:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.