ETV Bharat / bharat

ସିଏଏ ବିରୋଧରେ ହାଇଦ୍ରାବାଦରେ ବିକ୍ଷୋଭ - ସିଏଏ ବିରୋଧରେ ହାଇଦ୍ରାବାଦରେ ବିକ୍ଷୋଭ

ସିଏଏ, ଏନଆରସି, ଏନପିଆରକୁ ବିରୋଧ କରି ହାଇଦ୍ରାବାଦର ହଜାର ହଜାର ସଂଖ୍ୟକ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଏଏ ବିରୋଧରେ ହାଇଦ୍ରାବାଦରେ ବିକ୍ଷୋଭ
ସିଏଏ ବିରୋଧରେ ହାଇଦ୍ରାବାଦରେ ବିକ୍ଷୋଭ
author img

By

Published : Jan 24, 2020, 5:00 PM IST

ହାଇଦ୍ରାବାଦ: ନାଗରିକତା ଆଇନ ସଂଶୋଧିତ ବିରୋଧରେ ସାରା ଦେଶର ବିଭିନ୍ନ ପ୍ରାନ୍ତରେ ଜନଆକ୍ରୋଶ ଦେଖିବାକୁ ମିଳିଛି । ଏହିକ୍ରମରେ ତେଲେଙ୍ଗାନାରେ ବିରୋଧ ହୋଇଛି । ସଂଶୋଧିତ ନାଗରିକତା ଆଇନ (ସିସିଏ), ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର) କୁ ବିରୋଧ କରି ଶନିବାର ହାଇଦ୍ରାବାଦ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ।

ପ୍ରଦର୍ଶନକାରୀ ହାତରେ ତ୍ରିରଙ୍ଗା ପତାକା ଧରି ଏନପିଆର, ସିସିଏ, ଏନଆରସି ବିରୋଧରେ ସ୍ଲୋଗାନ ଦେଇଥିଲେ। ଯାହାଫଳରେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ମୋଘଲପୁରା ପୋଲିସର କହିବା ମୁତାବକ ବିରୋଧ ପ୍ରର୍ଦଶନ ପାଇଁ ପ୍ରର୍ଦଶନକାରୀ ପୁଲିସ ଅନୁମତି ନେଇଥିଲେ। ଶାନ୍ତି ଶୃଙ୍ଖଳା କୁ ବଜାୟ ରଖିବା ପୁଲିସ ପକ୍ଷରୁ ଅଧିକ ପୁଲିସ ବଳ ନିୟୋଜିତ କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ପ୍ରର୍ଦଶନକାରୀ ମାନଙ୍କୁ ପୁଲିସ ଗୋଷାଳା ପୁଲିସ ଗ୍ରାଉଣ୍ଡ ଓ ମୋଘାଲାପୁରା ପୁଲିସ ଷ୍ଟେସନ କୁ ସ୍ଥାନ୍ତର କରାଯାଇଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.