ETV Bharat / bharat

କ୍ରେଡିଟ୍ କାର୍ଡ ଲଞ୍ଚ କଲା Paytm, ପ୍ରତି ଟ୍ରାଞ୍ଜାକ୍ସନରେ ମିଳିବ କ୍ୟାସବ୍ୟାକ - paytm launches credit card

ଚୀନ କମ୍ପାନୀ ଅଲିବାବାର ପେଟିଏମ୍ ଭାରତରେ ଏକ କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ କାର୍ଡ ସହିତ ପ୍ରତ୍ୟେକ ଟ୍ରାଞ୍ଜାକସନ୍ କ୍ୟାସବ୍ୟାକ୍ ଅଫର ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। ଅଧିକ ପଢନ୍ତୁ...

Paytm
Paytm
author img

By

Published : Oct 19, 2020, 3:17 PM IST

ନୂଆଦିଲ୍ଲୀ: ଚୀନ କମ୍ପାନୀ ଅଲିବାବାର ପେଟିଏମ୍ ଭାରତରେ ଏକ କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ କାର୍ଡ ସହିତ ପ୍ରତ୍ୟେକ ଟ୍ରାଞ୍ଜାକସନ୍ କ୍ୟାସବ୍ୟାକ୍ ଅଫର ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। କମ୍ପାନୀ ପରବର୍ତ୍ତୀ ଜେନେରେସନ୍ କ୍ରେଡିଟ୍ କାର୍ଡ ଲଞ୍ଚ କରୁଛି ବୋଲି ପେଟିଏମ୍ କହିଛି। ଆଗାମୀ 12-18 ମାସ ମଧ୍ୟରେ ପେଟିଏମର ଲକ୍ଷ୍ୟ ହେଉଛି 20 ଲକ୍ଷ କାର୍ଡ ପ୍ରଦାନ କରିବା ।

ପେଟିଏମ୍ ଅନୁଯାୟୀ, କ୍ରେଡିଟ୍ କାର୍ଡ ପାଇଁ କମ୍ପାନୀ ଅନେକ କାର୍ଡ ପ୍ରଦାନ କରୁଥିବା ବ୍ରାଣ୍ଡ ସହିତ ସହଭାଗୀତା କରୁଛି । ପେଟିଏମ୍ କ୍ରେଡିଟ୍ କାର୍ଡ ସହିତ ଅନେକ ବିଶେଷ ବୈଶିଷ୍ଟ୍ୟ ପ୍ରଦାନ କରାଯିବ । ଏହାର ବ୍ୟବହାରକୁ ଆଧାର କରି ସ୍ପ୍ରେଣ୍ଡିଂ ଟିପ୍ସ ଦିଆଯିବ ବୋଲି କମ୍ପାନୀ କହିଛି। ଆପ୍ ମାଧ୍ୟମରେ ଆପଣ ପେଟିଏମ୍ କ୍ରେଡିଟ୍ କାର୍ଡର PIN ପରିବର୍ତ୍ତନ କରିପାରିବେ ।

ୟୁଜର୍ସ ସେମାନଙ୍କର କ୍ରେଡିଟ କାର୍ଡ ରିଅଲ ଟାଇମ ପରିଚାଳନା କରିବାରେ ସକ୍ଷମ ହେବେ ବୋଲି କମ୍ପାନୀ କହିଛି । ପ୍ରତ୍ୟେକ କାରବାର ସହିତ ୟୁଜର୍ସ କ୍ୟାସବ୍ୟାକ୍ ପାଇବେ ବୋଲି କମ୍ପାନୀ କହିଛି। କ୍ୟାସବ୍ୟାକ୍ ପେଟିଏମ୍ ଗିଫ୍ଟ ଭାଉଚର ଆକାରରେ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.