ETV Bharat / bharat

ବୁଧବାର କୋରୋନା ସ୍ଥିତି ନଇ ସଂସଦୀୟ କମିଟି ବୈଠକ - ସଂସଦୀୟ କମିଟି ବୈଠକ

ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ତଥା ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସହ ଏକ ବୈଠକର ଆୟୋଜନ ସହ କୋରୋନାର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହେବ । ଅଧିକ ପଢନ୍ତୁ...

ବୁଧବାର କୋରୋନା ସ୍ଥିତି ନଇ ସଂସଦୀୟ କମିଟି ବୈଠକ
author img

By

Published : Aug 18, 2020, 5:02 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏପରିସ୍ଥିତିରେ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ତଥା ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସହ ଏକ ବୈଠକର ଆୟୋଜନ ସହ କୋରୋନାର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହେବ ।

ଏହି କମିଟି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ତଥା ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କୁ ଭେଟି ଆଲୋଚନା କରିବେ। ଅଗଷ୍ଟ 19ରେ କମିଟି ବୈଠକ କରି କୋରୋନା ମହାମାରୀର ପରିଚାଳନା ତଥା ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା କରିବ ବଲି ରାଜ୍ୟସଭା ଓ୍ବେବସାଇଟ ସୂତ୍ରରୁ ଜଣାପଡିଛି ।

ଏହି କମିଟି କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଦ୍ବରା ପରିଚାଳିତ ହେବ ଏବଂ ମହାମାରୀର ପରିଚାଳନା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଜୁଲାଇରେ ଅନୁଷ୍ଠିତ ଶେଷ ବୈଠକରେ କମିଟି ସଦସ୍ୟ ଅଧିକାରୀମାନଙ୍କୁ କରୋନା ଭାଇରସ ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ସର୍ବାଧିକ ମୂଲ୍ୟ ବିଷୟରେ ପଚାରିଥିଲେ ଏବଂ ସଦସ୍ୟମାନେ ଔଷଧର କଳାବଜାରୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.