ETV Bharat / bharat

ନଭେମ୍ବର 18ରୁ ସଂସଦର ଶୀତ ଅଧିବେଶନ !

ଆସନ୍ତା ମାସ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେଶନ । ଏଥିପାଇଁ ସଂସଦୀୟ କାର୍ଯ୍ୟ ସମିତି ସମୟ ଧାର୍ଯ୍ୟ କରିଥିବା ଜଣା ପଡିଛି ।

author img

By

Published : Oct 17, 2019, 9:12 PM IST

Updated : Oct 17, 2019, 9:36 PM IST

ଫାଇଲ ଫଟୋ

]

ହାଇଦ୍ରାବାଦ: ଆସନ୍ତା ନଭେମ୍ବର 18ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେସନ । ଏଥିପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ କ୍ୟାବିନେଟର ସଂସଦୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଅଧ୍ୟକ୍ଷ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ । ସୂତ୍ର ଅନୁସାରେ ଏହି ବୈଠକରେ ସଂସଦର ଶାତକାଳୀନ ଅଧିବେସନ ପାଇଁ ଆଲୋଚାନିା ହୋଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 18 ନଭେମ୍ବରରୁ 24 ଡିସେମ୍ବର ପର୍ଯ୍ୟନ୍ତ ଏହି ଅଧିବେସନ ଚାଲିବ । ଗତରାତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରକାଶ ଜାଭେଡକର, ପ୍ରହଲ୍ଲାଦ ଯୋଶୀ, ଥାବାର ଚନ୍ଦ ଗେହଲଟ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆସନ୍ତା ଶୀତ ଅଧିବେସନ ଉଭୟ ରାଜନୈତିକ ଓ ପ୍ରସଙ୍ଗ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କାରଣ ମୌସୁମୀ ଅଧିବେସନରେ ଯେଉଁ ଢଙ୍ଗରେ ସରକାର ସଂସଦକୁ ପରିଚାଳନା କଲେ ଏଥିରୁ ସ୍ପଷ୍ଟ ଏହି ଅଧିବେସନର ଅନେକ ଗୁରୁତ୍ବ ବହନ କରୁଛି ।

Intro:Body:

BLANK FOR LINK 

Conclusion:
Last Updated : Oct 17, 2019, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.