ETV Bharat / bharat

କେମିକାଲ କାରଖାନା ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି - ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

ପାଲଘର କେମିକାଲ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି ।

maharastra
କେମିକାଲ କାରଖାନା ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି
author img

By

Published : Jan 12, 2020, 2:42 PM IST

ମୁମ୍ବାଇ: ପାଲଘର କେମିକାଲ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

କେମିକାଲ କାରଖାନା ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

ଏନଡିଆରଏଫ ପକ୍ଷରୁ ପୁଣିଥରେ ସର୍ଚ୍ଚ ଅପରେସନ କରାଯାଇଛି । ଶେଷରେ ଉଦ୍ଧାର କରାଯାଇଥିବା ମୃତଦେହ ଜଣେ ନିଖୋଜ ଲିଫ୍ଟ ମ୍ୟାନଙ୍କର ବୋଲି ଅନୁମାନ କରାଯାଉଛି । ସେହିପରି ଏହି ଘଟଣାରେ ଅନ୍ୟ ଜଣେ ଯୁବତୀ ନିଖୋଜ ଅଛନ୍ତି ।

ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ରର ପାଲଘରସ୍ଥିତ ଏକ କେମିକାଲ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

Intro:एनडीआरएफ latest visBody: एनडीआरएफ कडून पुन्हा सर्च ऑपरेशन सुरू. सातवा मृतदेह शोधण्यात एनडीआरएफला यश. अमृता देह बेपत्ता असलेल्या लिफ्टमनचा असल्याचे कळते, तारा नायट्रेट दुर्घटनेत आतापर्यंत 7 जणांचा मृत्यू तर 7 जण गंभीर जखमी. बेपत्ता दोघांपैकी एकाचा शोधण्यात यश. अजूनही बेपत्ता असलेल्या लहान मुलीचा शोध सुरू

6 मृतांची नावे:- मृतांमध्ये दोन महिलांचा समावेश
इलियास अंसारी (40)
निशु राहुल सिंह (26)
माधुरी वशिष्ठ सिंह (46)
गोलू सुरेंद्र यादव(19)
राजमती देवी सुरेंद्र यादव (40)
मोहन इंगळे (45)

जखमी-
मुलायम जगत बहादुर यादव (23)
राकेश कुमार चेतराम जायसवाल (50)
सचिन कुमार रामबाबू यादव (18)
रोहित वशिष्ठ सिंह (19)
नटवरलाल बी.पटेल (56) - कम्पनी मालक
प्राची राहुल सिंह (6)
ऋतिका राहुल सिंह (3)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.