ETV Bharat / bharat

ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

author img

By

Published : Apr 21, 2020, 2:58 PM IST

ମଙ୍ଗଳବାର ପୁଞ୍ଚର କିର୍ନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଅଧିକ ସୂଚନା ପାଇଁ ପଢନ୍ତୁ...

Pakistan violates ceasefire in J-K's Poonch
ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ କିର୍ନି ସେକ୍ଟରେ

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ପୁଣି ଅସ୍ତ୍ରବିରତି ଉଲ୍ଲଂଘନ । ମଙ୍ଗଳବାର ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର କିର୍ନି ସେକ୍ଟର ଏଲଓସି ନିକଟରେ ଛୋଟ ଅସ୍ତ୍ରରେ ଗୁଳି ଓ ମୋର୍ଟାର ମାଡ କରିଛି ପାକିସ୍ତାନ । ସକାଳ 11ଟା 20ରେ ପାକିସ୍ତାନ ଗୁଳି ବର୍ଷଣ କରି ଥିବା ସେନା ପକ୍ଷରୁ କୁହାଯାଇଛି।

ପାକିସ୍ଥାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଭାରତୀୟ ଯବାନ ଏହାର ଦୃଢ ଜବାବ ଦେଇଛନ୍ତି । ଏହି ଅସ୍ତ୍ରବିରତି ଉଲ୍ଲଂଘନରେ କୌଣସି ଭାରତୀୟ ଯବାନ କିମ୍ବା ସାଧରଣ ଲୋକ ଆହତ ହୋଇନାହାନ୍ତି। ଏହାପୂର୍ବରୁ ଏପ୍ରିଲ 18ରେ ପାକିସ୍ତାନ ଡିଗୱାର ସେକ୍ଟରରେ (ଏଲଓସି) ପାଖରେ ଛୋଟ ଅସ୍ତ୍ରରେ ଗୁଳି ଓ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ସେହିଭଳି ଏପ୍ରିଲ 17 ରେ ପୁଞ୍ଚ ଜିଲ୍ଲାର କାସବା ଏବଂ କିର୍ନି ସେକ୍ଟର ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.