ETV Bharat / bharat

ରଜୌରୀ ସେକ୍ଟରରେ ପାକର ମୋର୍ଟାର ମାଡ

author img

By

Published : Jul 22, 2019, 2:13 PM IST

Updated : Jul 22, 2019, 3:29 PM IST

ସୀମାରେ ପାକର ଅସ୍ତ୍ରବିରତୀ ଉଲ୍ଳଂଘନ । ସୋମବାର ସକାଳ ସମୟରେ ଜମ୍ମୁକାଶ୍ମୀରର ସୁନ୍ଦେରବାନୀ ରାଜୌରୀ ସେକ୍ଟରରେ ପାକ ସେନା ଗୁଳିବିନିମୟ ଜାରି ରଖିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ରବିରତୀ ଉଲ୍ଳଂଘନ । ସେହିପରି ସୋମବାର ସକାଳ ସମୟରେ ଜମ୍ମୁକାଶ୍ମୀରର ସୁନ୍ଦରବାନୀ ରାଜୌରୀ ସେକ୍ଟରରେ ପାକ ସୈନ୍ୟ ଗୁଳିବର୍ଷଣ ଜାରି ରଖିଛି ।

ଖବର ଅନୁଯାୟୀ, ପାକିସ୍ତାନ ସେନା ପ୍ରଥମେ ଗୁଳି ବର୍ଷଣ କରିବା ସହ ମୋର୍ଟାର ମାଡ କରିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି । ଏହି ଗୁଳିଗୋଳା ବିନିମୟରେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ବିଷୟରେ କୌଣସି ଖବର ମିଳିନାହିଁ ।

Intro:Body:

BLANK

Conclusion:
Last Updated : Jul 22, 2019, 3:29 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.