ETV Bharat / bharat

ପାକ ପିଏମ କହିଲେ'ହୋଲି ମୁବାରକ', ବଲିଉଡ ଦେଲା କଡା ଜବାବ - hindu

ହିନ୍ଦୁ ସମୁଦାୟଙ୍କୁ ହୋଲିର ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ଟ୍ୱିଟ କରି ସମସ୍ତଙ୍କୁ ଖୁସି ଓ ଶାନ୍ତିପୂର୍ଣ୍ଣ ହୋଲି ପାଳନ ପାଇଁ କହିଛନ୍ତି।

ଫାଇଲ ଫଟୋ
author img

By

Published : Mar 21, 2019, 7:38 AM IST

Updated : Mar 21, 2019, 9:04 AM IST

ନୂଆଦିଲ୍ଲୀ:ରଙ୍ଗର ପର୍ବ ହୋଲି ପାଇଁ ଅଭିନନ୍ଦନ ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ଟ୍ବିଟ କରି ଇମ୍ରାନ ଜଣାଇଛନ୍ତି ଶୁଭେଚ୍ଛା । କିନ୍ତୁଏହି ଟ୍ୱିଟର କଡା ଜବାବ ଦେଇଛି ବଲିଉଡ । ଯାହା ଇମ୍ରାନଙ୍କୁ ହଜମ କରିବା ସହଜ ହେବନି। ଏହାର ଜବାବ ଦେଇ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି କି ଆମେ ପାକିସ୍ତାନୀଙ୍କ ରକ୍ତରେ ହୋଲି ଖେଳିବୁ।

ତେବେ 'ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର' ର ସହ ନିର୍ମାତା ଅଶୋକ ପଣ୍ଡିତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାରେ ତାତି ଯାଇଛନ୍ତି। ଏହାପରେ ପଣ୍ତିତ ଇମ୍ରାନଙ୍କୁ ଟ୍ବିଟ କରି କହିଛନ୍ତି ଯେପ୍ରଥମେ ଭାରତର ଯବାନଙ୍କ ରକ୍ତରେ ରଙ୍ଗ ଖେଳିବା ବନ୍ଦ କର ତାପରେ ହୋଲି ମୁବାରକ ଜଣାଇବ।

ଜମ୍ମୁ କାଶ୍ମୀରର ପୁଲୱାମା ଆକ୍ରମଣ ଆତଙ୍କବାଦୀ ହମଲାକୁ ସାରା ଦେଶ ନିନ୍ଦା କରୁଛି। ସବୁ ଭାରତୀୟଙ୍କ ମନରେ ପାକିସ୍ତାନୀଙ୍କ ପାଇଁ ଆକ୍ରୋଶ ମନୋଭାବ। ତେବେ ଏହି ଆକ୍ରମଣକୁ ପଣ୍ତିତ ନିନ୍ଦା କରିବା ସହକ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଫିଲ୍ମ ନିର୍ମାତା ଅଶୋକପଣ୍ଡିତ ସର୍ବଦା ସୋସିଆଲ ମିଡିଆରେ ଆକ୍ଚିଭ ରହିବା ସହ ନିଜର ଖୋଲା ଚିନ୍ତାଧାରା ଓ ମତାମତକୁ ଟ୍ବିଟ ମାଧ୍ୟ୍ୟମରେ ଉପସ୍ଥାପନା କରିଥାନ୍ତି।

Last Updated : Mar 21, 2019, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.