ETV Bharat / bharat

ପାକ୍ ସାଂସଦ କୁମ୍ଭ ଦେଖିଲେ ଓ ଇମ୍ରାନଙ୍କ କଥା ଦୋହାରାଇଲେ

ପୁଲଓ୍ବାମା ଘଟଣା ଉପରେ ପାକ୍ ସାଂସଦ ଡ. ରମେଶ କୁମାର ବଙ୍କଓ୍ବାନୀ ନିଜର ମତାମତ ରଖିଛନ୍ତି  । କହିଛନ୍ତି ଯେ, ଭାରତର ଆତିଥେୟତାକୁ ନେଇ ଭାରତୀୟ ସରକାରଙ୍କୁ ଧନ୍ୟବାଦ କରୁଛି ।

author img

By

Published : Feb 24, 2019, 3:17 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବହୁ ବାଦବିବାଦ ସତ୍ତ୍ବେ ପାକ ସାଂସଦ ଐତିହାସିକ କୁମ୍ଭ ମେଳା ବୁଲିଛନ୍ତି ପାକ୍ ସାଂସଦ ଡ. ରମେଶ କୁମାର ବଙ୍କଓ୍ବାନୀ । ଏହାପରେ ସେ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ପୁଲଓ୍ବାମା ଆକ୍ରମଣ ଘଟଣାକୁ ନେଇ ଆଲୋଚନା କରିଥିଲେ । ସୁଷମାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ରାଜ୍ୟମନ୍ତ୍ରୀ ବିକେ ସିଂଙ୍କୁ ମଧ୍ୟ ଭେଟିଥିଲେ ।

ତେବେ ପୁଲଓ୍ବାମା ଘଟଣା ଉପରେ ପାକ୍ ସାଂସଦ ଡ. ରମେଶ କୁମାର ବଙ୍କଓ୍ବାନୀ ନିଜର ମତାମତ ରଖିଛନ୍ତି । କହିଛନ୍ତି ଯେ, ଭାରତର ଆତିଥେୟତାକୁ ନେଇ ଭାରତୀୟ ସରକାରଙ୍କୁ ଧନ୍ୟବାଦ କରୁଛି । ମୁଁ ବି.କେ ସିଂ, ପ୍ରଧାନମନ୍ତ୍ରୀ ମୋଦୀ ଓ ସୁଷମା ସ୍ବରାଜଙ୍କ ସହ ଚର୍ଚ୍ଚା କରିଛି । ପୁଲଓ୍ବାମା ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନଥିବା ସେମାନଙ୍କୁ ଆଶ୍ବସନା ଦେଇଛି । ଆମେ ସକାରତ୍ମକ ଦିଗରେ ବଢିବା ଉଚିତ୍ ଓ ଆମେ ଶାନ୍ତି ଚାହୁଁଛୁ ।

ପାକିସ୍ତାନର ଶାସକ ଦଳ ପିଟିଆଇର ସାଂସଦ ରମେଶ କୁମାର ବଙ୍କଓ୍ବାନୀ ଏକ ବିଦେଶୀ ପ୍ରତିନିଧି ମଣ୍ଡଳର ଅଂଶ ଥିଲେ । ତେଣୁ ସାଂସଦ ରମେଶଙ୍କୁ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) କୁମ୍ଭମେଳା ଦେଖିବାକୁ ନିମନ୍ତ୍ରଣ କରିଥିଲା ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.