ETV Bharat / bharat

ପାକିସ୍ତାନରେ ମିଳୁନି ଔଷଧ, ଭାରତ ବଢାଇଲା ସହାୟତାର ହାତ

author img

By

Published : Jul 26, 2019, 5:18 PM IST

ଋଣ ଭାରରେ ବୁଡି ରହିଥିବା ପାକିସ୍ତାନରେ ମିଳୁନି ଔଷଧ । ସାପ କାମୁଡା ଓ କୁକୁର କାମୁଡା ଔଷଧ ପାଇଁ ଭାରତ ଉପରେ ନିର୍ଭର କରୁଥିବା ବେଳେ ସହାୟତାର ହାତ ବଢାଇଛି ଭାରତ ।

ଫାଇଲ ଫଟୋ

ଲାହୋର: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଏପଟେ ଋଣ ଭାରରେ ବୁଡି ରହିଥିବା ପାକିସ୍ତାନ ପାଇଁ ଏବେ ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା । ସାପ କାମୁଡା ଓ କୁକୁର କାମୁଡିବା ଔଷଧ ଭାରତ ଠାରୁ କ୍ରୟ କରୁଛି ପଡୋଶୀ ପାକ । ଗତ 16 ମାସ ମଧ୍ୟରେ କୋଟି କୋଟି ଟଙ୍କା ମୂଲ୍ୟର ଔଷଧ ଭାରତ ଠାରୁ କ୍ରୟ କରିଛି ପାକିସ୍ତାନ ।

ଗତ କିଛି ଦିନ ଦେବ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକ । ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ଅନ୍ତଜାର୍ତୀୟ ସ୍ତରରୁ ଜିନିଷ କିଣିବା ମହଙ୍ଗା ହୋଇପଡିଛି । ଏଭଳି ସ୍ଥିତିରେ ପାକକୁ ସାହାଯ୍ୟର ହାତ ବଢାଇଛି ଭାରତ ।

ପ୍ରକାଶ ଯେ, ଆର୍ଥିକ ବର୍ଷ 2018-2019ରେ ପାକିସ୍ତାନର ଋଣଭାର 16 ଆରବ ଡଲାରରେ ପହଞ୍ଚିଛି । ବେରୋଜଗାରୀ ବୃଦ୍ଧି ପାଇବା ସହ ଧାର କରଜ ପରିମାଣ ମଧ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଇମରାନ ସରକାର ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.