ETV Bharat / bharat

'କୁଳଭୂଷଣ ମାମଲାରେ ସବୁ ରାସ୍ତା ବନ୍ଦ କରିଦେଇଛି ପାକିସ୍ତାନ'

author img

By

Published : Jul 23, 2020, 8:07 PM IST

କୁଳଭୂଷଣଙ୍କୁ ନ୍ୟାୟିକ ସହାୟତାର ସମସ୍ତ ରାସ୍ତା ପାକିସ୍ତାନ ବନ୍ଦ କରିଦେଇଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଯାଇଛି । ଅଧିକ ପଢନ୍ତୁ...

'କୁଳଭୂଷଣ ମାମଲାରେ ସବୁ ରାସ୍ତା ବନ୍ଦ କରିଦେଇଛି ପାକିସ୍ତାନ'
'କୁଳଭୂଷଣ ମାମଲାରେ ସବୁ ରାସ୍ତା ବନ୍ଦ କରିଦେଇଛି ପାକିସ୍ତାନ'

ନୂଆଦିଲ୍ଲୀ: ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ସମସ୍ତ ନିର୍ଦ୍ଦେଶକୁ ଉଲ୍ଲ୍ଂଘନ କରିଛି ପାକିସ୍ତାନ । କୁଳଭୂଷଣଙ୍କୁ ନ୍ୟାୟିକ ସହାୟତାର ସମସ୍ତ ରାସ୍ତା ପାକିସ୍ତାନ ବନ୍ଦ କରିଦେଇଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଯାଇଛି ।

ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୁଳଭୂଷଣଙ୍କ ବିରୋଧରେ ଏହି ପଦକ୍ଷେପ ନେବା ପରେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି । ପ୍ରକୃତରେ ପାକିସ୍ତାନ ଏହି ମାମଲାରେ କିଛି ବି କରିବାକୁ ଚାହୁଁନାହିଁ ।

ଯାଦବ ଭାରତୀୟ ନୌସେନାର ଅବସର ପ୍ରାପ୍ତ ଅଧିକାରୀ । ତାଙ୍କୁ 2017 ଅପ୍ରେଲରେ ପାକିସ୍ତାନର ଆର୍ମି ଅଦାଲତ ଫାଶି ଦଣ୍ଡାଦେଶ ଦେଇଥିଲେ । ଏହାପରେ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଆଇସିଜେରେ ଯାଚିକା ଦାଏର କରିଥିଲା ଭାରତ । ତେବେ ମାମଲାରେ ଆଉଥିରେ ପାକିସ୍ତାନ ପୂନର୍ବିଚାର କରୁ ବୋଲି ଆଇସିଜେ ପକ୍ଷରୁ କୁହାଯାଇଥିଲା । ତେବେ ଆଇସିଜେଙ୍କ ଏହି ନିର୍ଦ୍ଦେଶକୁ ଏହି ନିର୍ଦ୍ଦେଶକୁ ପାକିସ୍ତାନ ଏବେ ପାଳନ କରୁନଥିବା ଭାରତ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.