ETV Bharat / bharat

ପାକିସ୍ତାନକୁ ପୁଣି ଘାରିଲା ଏୟାର ଷ୍ଟ୍ରାଇକ୍‌ ଭୟ

ନିଜର ଫ୍ରଣ୍ଟ ଲାଇନ ଯୁଦ୍ଧ ବିମାନ ଏଫ-16ର ସୁରକ୍ଷା ଚିନ୍ତାରେ ପାକିସ୍ତାନ । ତେଣୁ ଏଫ-16 ବିମାନକୁ ନିଜର 3ଟି ଘରୋଇ ଏୟାରବେସରୁ   ହଟାଇ ପୃଥକ ପୃଥକ ସ୍ଥାନରେ ମୁତୟନ କରିଛି ପାକିସ୍ତାନ ।

ଫାଇଲ ଫଟୋ
author img

By

Published : May 18, 2019, 11:32 PM IST

ଇସଲାମାବାଦ: ଭାରତୀୟ ବାୟୁସେନାର ବାଲକୋଟ ଏୟାର ଷ୍ଟ୍ରାଇକକୁ 75 ଦିନ ବିତିଯାଇଥିଲେ ମଧ୍ୟ ପାକିସ୍ତାନର ଭୟ ଛାଡିନି । ନିଜର ଫ୍ରଣ୍ଟ ଲାଇନ ଯୁଦ୍ଧ ବିମାନ ଏଫ-16ର ସୁରକ୍ଷା ପାଇଁ ଚିନ୍ତାରେ ଏବେ ପାକ୍‌ ବାୟୁସେନା । ତେଣୁ ଏଫ-16 ବିମାନକୁ ନିଜର 3ଟି ଘରୋଇ ଏୟାରବେସରୁ ହଟାଇ ପୃଥକ ପୃଥକ ସ୍ଥାନରେ ମୁତୟନ କରିଥିବା ଜଣାପଡିଛି ।

ଭାରତ ପୁଣି ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ପାକିସ୍ତାନ ବାୟୁସେନା । ତେଣୁ ଏଫ-16 ବିମାନକୁ ପାକ୍‌ ସରଗୋଧା, ପଞ୍ଜାବ ଏବଂ ସିନ୍ଦ ଏୟାରବେସରୁ ହଟାଇ ଦେଶ ଭିତରେ ମତୟନ କରିଛି । ତେବେ ଏହା ପରେ ଯଦି ଭାରତ ପୁଣିଥରେ ଆକ୍ରମଣ କରେ ତ ପାକିସ୍ତାନକୁ ଯେପରି କମ୍‌ କ୍ଷତି ସହିବାକୁ ପଡିବ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.