ETV Bharat / bharat

ଚିଦାମ୍ବରମ୍‌ଙ୍କୁ ଉଠାଇ ନେଲା ସିବିଆଇ - ଚିଦାମ୍ବରମ୍‌

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବା ପରେ ଗତକାଲି ଠାରୁ ନିଖୋଜ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଛି ।

ଫାଇଲ ଫଟୋ
author img

By

Published : Aug 21, 2019, 9:51 PM IST

Updated : Aug 22, 2019, 12:56 AM IST

ନୂଆଦିଲ୍ଲୀ: କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ୍‌ଙ୍କୁ ହେପାଜତକୁ ନେଲା ସିବିଆଇ । ତାଙ୍କ ବାସଭବନରୁ ସେଠାରୁ ଚିଦାମ୍ବରମଙ୍କୁ ଉଠାଇ ନେଇଛି ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବା ପରେ ଗତକାଲିଠାରୁ ନିଖୋଜ ଥିଲେ ।

ତେବେ ଚିଦାମ୍ବରମ୍‌ଙ୍କୁ ଗୁରୁବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କର ମେଡିକାଲ ପରୀକ୍ଷା ମଧ୍ୟ କରାଯିବ ।

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଗିରଫଦାରୀ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ସେମାନେ ଚିଦାମ୍ବରମ୍‌ଙ୍କ ଗିରଫକୁ ବିରୋଧ କରି ସିବିଆଇ ଗାଡିକୁ ଅଟକାଇବାକୁ ପ୍ରୟାସ କରିଥିଲେ । ସେପଟେ ଚିଦାମ୍ବରମ୍‌ଙ୍କ ଗିରଫଦାରୀକୁ ଏକ ଷଡଯନ୍ତ୍ର ବୋଲି ଦର୍ଶାଇଛନ୍ତି ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ । ଦେଶର ପ୍ରମୁଖ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସେ ।

କଂଗ୍ରେସ ମୁଖ୍ୟାଳୟରେ ଚିଦାମ୍ବରମ୍‌ଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚିଦାମ୍ବରମ୍‌ ଜୋରବାଗ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ । ଏହାପରେ ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ପରେ ପରେ ଇଡି ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଚିଦାମ୍ବରମ ଘର ଭିତରେ ନିଜକୁ ବନ୍ଦ କରିଦେଇଥିଲେ । ସେ କବାଟ ନଖୋଲିବାରୁ ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ତାଙ୍କ ଘର ଭିତରେ ପ୍ରବେଶ କରିଥିଲେ । ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଖେଳିବା ପରେ ଶେଷରେ ସିବିଆଇ ତାଙ୍କୁ ହେପାଜତକୁ ନେଇଛି ।

RESTRICTION SUMMARY: AP CLIENTS ONLY
SHOTLIST:
ASSOCIATED PRESS – AP CLIENTS ONLY
Srinagar, Indian-administered Kashmir - 14 August 2019
1. Various of soldiers guarding deserted streets
2. Wide of shuttered market
3. A lone man walking in the middle of a deserted road
4. Mid of shuttered shops
STORYLINE:
Residents of the Indian-controlled portion of Kashmir were running low on essential supplies Wednesday as an unprecedented security lockdown kept people indoors for a 10th day.
All communications and internet remained cut off during India's imposed near-constant curfew and communications blackout, as it tries to stave off a violent reaction to the government's decision on Aug. 5 to strip the disputed region of its autonomy.
The security lockdown in India's only Muslim-majority region is expected to last through Thursday, India's Independence Day.
Kashmir is predominantly Muslim and split between India and Pakistan.
It is claimed by both in its entirety.
Pakistan has denounced the recent changes as illegal and has downgraded its diplomatic ties with New Delhi, expelled the Indian ambassador and suspended trade and train services.
Rebels have been fighting Indian rule for decades.
Some 70,000 people have died in clashes between militants and civilian protesters and Indian security forces since 1989.
Most Kashmiris want either independence or a merger with Pakistan.
Nuclear-armed India and Pakistan have fought two wars over the region.
The first ended in 1948 with the region divided and a promise of a U.N.-sponsored referendum on its future.
It has never been held.
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
Last Updated : Aug 22, 2019, 12:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.