ETV Bharat / bharat

ଦିଲ୍ଲୀରେ ଘନ କୁହୁଡି ପ୍ରଭାବ: ଜାଣନ୍ତୁ ବିଳମ୍ବରେ ଚାଲୁଛି କେଉଁ ଟ୍ରେନ - many train late for delhi fog

ଦିଲ୍ଲୀରେ ହାଡ ଭଙ୍ଗା ଶୀତ ସାଙ୍ଗକୁ ଗୁରୁବାର ସକାଳେ ଘନ କୁହୁଡି ପ୍ରଭାବ ଦେଖିବାକୁ ମିଳିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀ ରେଳ ବିଭାଗ ଉପରେ ପଡିଛି । ଯାହାଫଳରେ ଗୁରୁବାର ଦିଲ୍ଲୀରେ ଚାଲୁଥିବା ବହୁ ଟ୍ରେନ ଏକ ଘଣ୍ଟା ବିଳମ୍ବରେ ଚାଲୁଛି ।

Outbreak of fog started
ଫାଇଲ ଫଟୋ
author img

By

Published : Dec 19, 2019, 12:02 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ହାଡ ଭଙ୍ଗା ଶୀତ ସାଙ୍ଗକୁ ଗୁରୁବାର ସକାଳେ ଘନ କୁହୁଡି ପ୍ରଭାବ ଦେଖିବାକୁ ମିଳିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀ ରେଳ ବିଭାଗ ଉପରେ ପଡିଛି । ଯାହାଫଳରେ ଗୁରୁବାର ଦିଲ୍ଲୀରେ ଚାଲୁଥିବା ବହୁ ଟ୍ରେନ ଏକ ଘଣ୍ଟା ବିଳମ୍ବରେ ଚାଲୁଛି ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ରେଳ ବିଭାଗର ସୂଚନା ଅନୁଯାୟୀ, ନୂଆଦିଲ୍ଲୀରେ ପହଞ୍ଚିବାକୁ ଥିବା ପ୍ରିମିୟମ ଗାଡି ଗୁଡିକ ମଧ୍ୟ ବିଳମ୍ବରେ ଚାଲୁଛି । ତେବେ ଘନ କୁହୁଡି କାରଣରୁ ରେଲୱେ ଟ୍ରାକରେ ଟ୍ରେନ ଗୁଡିକ ସ୍ପିଡ୍ କମାଯାଇଥିବାରୁ ଟ୍ରେନ ଗୁଡିକ ବିଳମ୍ବରେ ଚାଲିଛି ।

Outbreak of fog started
Outbreak of fog started

ତେବେ ଦିଲ୍ଲୀକୁ ଆସୁଥିବା ପୂର୍ବା ଏକ୍ସପ୍ରେସ ବିଳମ୍ବରେ ଚାଲୁଥିବାବେଳେ ମୁମ୍ବାଇ ରାଜଧାନୀ ଭୁବନେଶ୍ବରରୁ ଆସୁଥିବା ଟ୍ରେନ ଗୁଡିକ 1 ଘଣ୍ଟା ବିଳମ୍ବରେ ଚାଲୁଛି । ସେହିପରେ ନୂଆଦିଲ୍ଲୀ ଆସିବାକୁ ଥିବା ହୀରାକୁଦ ଏକ୍ସପ୍ରେସ ପାଖାପାଖି 2 ଘଣ୍ଟା ବିଳମ୍ବରେ ଚାଲୁଥିବାବେଳେ ହରିୟାଣା ଏକ୍ସପ୍ରେସ 1 ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିସହ ଝେଲମ ପାଟନା ରାଜଧାନୀ ଏବଂ ବୈଶାଳୀ ଏକ୍ସପ୍ରେସ 4 ଘଣ୍ଟା ବିଳମ୍ବରେ ଚାଲୁଛି ।

ସେହିପରି ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏୟାରପୋର୍ଟରେ ଲୋ ଭିଜିବିଲିଟି ପ୍ରୋସିଡିୟର ଲାଗୁ କରାଯାଇଛି । ଏହି କାରଣରୁ କିଛି ବିମାନ ବିଳମ୍ବରେ ଉଡାଣ କରିବାକୁ ପଡିପାରେ ବୋଲି ସୂଚନା ମିଳିଛି। ତେଣୁ କୌଣସି ସମସ୍ୟା ହେଲେ ଏୟାରଲାଇନ ସହ ଯୋଗାଯୋଗ କରିବା ନେଇ ଯାତ୍ରୀଙ୍କୁ ନିବେଦନ କରାଯାଇଛି ।

Intro:नई दिल्ली:
राजधानी दिल्ली समेत उत्तर भारत के कई इलाकों में कोहरे का प्रकोप शुरू हो गया है. इसका सबसे ज्यादा असर रेलगाड़ियों के परिचालन पर पड़ रहा है. इसी के चलते दिल्ली आने वाली दो दर्जन से ज्यादा गाड़ियां घंटों लेट चल रही हैं. Body:लेट होने के कई फैक्टर
रेलवे की ओर से मिली जानकारी के मुताबिक, नई दिल्ली पहुंचने वाली प्रीमियम गाड़ियां भी देरी से चल रही हैं. कोहरे से अलग भी रेल लेट होने के कई फेक्टर है, हालांकि विजिबिलिटी नहीं होने के चलते स्पीड रिस्ट्रिक्शन इसमें सबसे बड़ी परेशानी मानी जा रही है.

कौन-कौन सी गाड़ी है लेट!
दिल्ली आने वाली पूर्वा एक्सप्रेस, मुंबई राजधानी भुवनेश्वर से आने वाली दुरंतो गाड़ियां घंटों देरी से चल रही हैं. नई दिल्ली पर हीराकुंड एक्सप्रेस के लगभग 2 घंटे देरी से पहुंचने की संभावना है. हरियाणा एक्सप्रेस 1 घंटे देरी से पहुंचने वाली है. झेलम पटना राजधानी और वैशाली एक्सप्रेस भी यहां 4-4 घंटे की देरी से चल रही है. Conclusion:दिल्ली में सर्दी
बताते चलें कि इन दिनों राजधानी दिल्ली में शीतलहर चल रही है. पहाड़ों से आ रही ठंडी हवाएं दिल्ली के तापमान को गिरा रही हैं. साथ ही साथ दिल्ली में सर्दियां बढ़ा रही हैं. बीते दिन 7 डिग्री सेल्सियस के न्यूनतम तापमान के साथ दिल्ली में ठंड ने ठिठुरने को मजबूर किया तो आज भी ऐसे ही हालात रहने की संभावना है.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.